ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ବିତରଣ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସୋମବାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ସେ ମଧ୍ୟ ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ବିତରଣ ପାଇଁ ଘୋଷଣା କରିଛନ୍ତି । ଅର୍ଥାତ୍, ବର୍ତ୍ତମାନ ସରକାର ଘରକୁ ଘର ରାସନ ସାମଗ୍ରୀ ଯୋଗାଇଦେବେ ।