ଇଣ୍ଡିଆ ଗେଟରେ ସ୍ଥାପନ ହେବ ସୁଭାଷ ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି କି ସମଗ୍ର ଭାରତ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିନ ପାଳନ କରୁଛି ଏହି ସମୟରେ ମୁଁ ଖୁସିର ସହ ଘୋଷଣା କରୁଛି କି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟରେ ନିର୍ମିତ ଏକ ପ୍ରତିମୂର୍ତ୍ତ ଇଣ୍ଡିଆ ଗେଟରେ ସ୍ଥାପନ କରାଯିବ ।