ଉଚ୍ଛେଦ ହେଲା କୋଣାର୍କର ଦ୍ବିତୀୟ ସୂର୍ଯ୍ୟ ମନ୍ଦିର
ଦୀର୍ଘ ଦିନ ଧରି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।
Loading...
ଦୀର୍ଘ ଦିନ ଧରି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି ।
ବେସାମରିକ ବିମାନ ଉଡ଼ାଣ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ବୁଧବାର ଆମେରିକାଗାମୀ ଏୟାର ଇଣ୍ଡିଆର ୮ଟି ବିମାନର ଉଡ଼ାଣ ବାତିଲ କରାଯାଇଛି।
ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଡିସିଜିଆଇର ଏକ ପ୍ୟାନେଲ ଏନେଇ ଗ୍ରୀନ ସିଗ୍ନାଲ ଦେଇଛି ।
ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
6 ଦିନ ପରେ ଦେଶ ପାଳିବ ୭୩ ତମ ସାଧାରଣତନ୍ତ୍ର ଦିବସ କିନ୍ତୁ ଚଳିତ ବର୍ଷ ଦିଲ୍ଲୀ ରାଜପଥ ପରେଡରେ ଶୋଭା ପାଇବନି ଓଡିଶାର ପ୍ରଜ୍ଞାପନ ମେଡ ।
ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛିା
ଭୋଟ୍ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସବୈତନିକ ଛୁଟି ଘୋଷଣା ପାଇଁ ରାଜ୍ୟ ସରକାରଙ୍କୁ ଇସି ଜଣାଇଛନ୍ତି।
ରାଜଧାନୀରେ ପୁଣି ହାଟ ସ୍ଥାନାନ୍ତର। କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟର ସ୍ଥାନାନ୍ତରୀକରଣ କରାଯାଇଛି। ।
ଲଣ୍ଡନସ୍ଥିତ ନିଜ ବିଳାସପୂର୍ଣ୍ଣ ଘରୁ ବିଦା ହେବେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ।
ରାଜ୍ୟରେ ଗତ କିଛିଦିନ ଧରି କରୋନା ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଯାହକୁ ନେଇ ଚିନ୍ତା ବଢ଼ିଛି।
ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ସମାପ୍ତି ପରେ ବୁଧବାରଠାରୁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ବୋଲାଣ୍ଡ ପାର୍କରେ ଖେଳାଯିବ।
ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି ।