କାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା
କାଲିଠୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଗତକାଲିଠୁୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ ଚାଲିଛି ।
Loading...
କାଲିଠୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଏଥିପାଇଁ ଗତକାଲିଠୁୁ କୋ-ଓ୍ଵିନ୍ ଆପ୍ରେ ପଞ୍ଜିକରଣ ଚାଲିଛି ।
ପୁଣି ଆଫଗାନିସ୍ତାନକୁ ସହାଯ୍ୟ କଲା ଭାରତ । ମାନବିକତା ଦୃଷ୍ଟିକୋଣରୁ ଆଫଗାନିସ୍ତାନକୁ କରୋନା ଔଷଧ, ଟିକା ସମେତ ଅନ୍ୟାନ୍ୟ ଆବଶ୍ୟକିୟ ଔଷଧ ଭାରତ ସରକାରଙ୍କ ତରଫରୁ ପଠାଯାଇଛି ।
ସୋମବାରରୁ ରାଜ୍ୟରେ ଖୋଲିବ ପ୍ରଥମିକ ସ୍କୁଲ୍ । ଶ୍ରେଣୀଗୃହକୁ ପଢ଼ିବାକୁ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ।
ବନ୍ଦ ହେଲା ଶିଶିର ସରସ । କୋଭିଡ ଗାଇଡ ଲାଇନ ଉଲ୍ଲଘଂନ ହେବାରୁ ଶନିବାର ସନ୍ଧ୍ୟାରେ ହଠାତ ଶିଶିର ସରସ ମେଳାକୁ ବନ୍ଦ କରି ଦିଆଯାଇଛି ।
ସାରା ବିଶ୍ୱରେ ଭଳି ଧୀରେ ଧୀରେ ଭାରତରେ ବି ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି। ଏହାରି ଭିତରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।
ଆଜି ଜିରୋ ନାଇଟ୍ ସେଲିବ୍ରେସନ । ବର୍ଷ ୨୧କୁ ବିଦାୟ ଦେଇ ୨୨କୁ ସ୍ବାଗତ କରିବାକୁ କାହାର କେତେ ଯୋଜନା ଥିଲା । ହେଲେ କରୋନା ଭାରିଆଣ୍ଟ ଓମିକ୍ରନ ସବୁ ଯୋଜନାରେ ପାଣି ମିଶାଇ ଦେଇଛି ।
ଦୁର୍ବଳ ହେଲା ଘୂର୍ଣ୍ଣିବଳୟ । ଆଜିଠୁ ବଦଳିଯିବ ରାଜ୍ୟରେ ପାଣିପାଗ । ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ ।
ନିଗମ(ବିଏମ୍ସି) ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ। ଆସନ୍ତା କାଲିଠୁ ୨ ତାରିଖ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ।
Watch Odia song Jou Gali Re Tu dine Rahuthilu Se gali bate mun aau jibini in the voice of Humane sagar
ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।
ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ କେବଳ ଲଙ୍କା ନୁହେଁ ଏଥିରେ ପ୍ରସ୍ତୁତ କିଛି ବ୍ୟଞ୍ଜନ ମଧ୍ୟ ଦାନ କରିପାରିବେ। କିନ୍ତୁ ମନେ ରଖନ୍ତୁ ଲଙ୍କାର ଅଧିକ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଆବଶ୍ୟକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଗ୍ରହମାନଙ୍କ ସ୍ଥିତି ମଜବୁତ୍ ହୋଇଥାଏ।
ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ ।