ଓଡିଶାରେ ବଢୁଛି ମୋବାଇଲ ଗ୍ରାହକଙ୍କ ସଂଖ୍ୟା
ଗତବର୍ଷ ନଭେମ୍ବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୩୧ ବୃଦ୍ଧି ହୋଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୨ ହଜାର ୮୦୧କୁ ବୃଦ୍ଧି ପାଇଛି।
Loading...
ଗତବର୍ଷ ନଭେମ୍ବରରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୯୫,୫୩୧ ବୃଦ୍ଧି ହୋଇଛି। ଫଳରେ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୨ ହଜାର ୮୦୧କୁ ବୃଦ୍ଧି ପାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଂଗଙ୍କ ସମେତ ଓଡିଶାର ବହୁ ନେତା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପରେ ଯାହା ଚର୍ଚ୍ଚା ହେଉଥିଲା ସତ ହୋଇଛି ।
ଗତ ବର୍ଷକ ଭିତରେ ସର୍ବାଧିକ ମାଡ଼ ଖାଇଛି ରୋଷେଇ ଶାଳ । ଚାଉଳ, ଡାଲି, ଗହମ, ଅଟା, ଚିନିଠୁ ଆରମ୍ଭ କରି ଖାଇବା ତେଲ ଯାଏଁ ସବୁ ଜିନିଷର ଦରଦାମ ଆକାଶଛୁଆଁ ହୋଇଛି ।
ନବୀନ ପୁଣି ନଂ ୧। ନିଜ ରାଜ୍ୟରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟତା ବଜାୟ ରଖିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଏକ ନଂ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ- ସି ଭୋଟର ମୁଡ୍ ଅଫ୍ ଦି ନେସନ ପୋଲରେ ପୁଣି ଶୀର୍ଷ ସ୍ଥାନରେ ନବୀନ।
ଆଜିଠାରୁ ଖଣ୍ଡଗିରି ମେଳା। ଏଥିପାଇଁ ଓଡ଼ିଶା ସମେତ ରାଜ୍ୟ ବାହାରୁ ସାଧୁସନ୍ଥ, ନାଗା ବାବାଙ୍କ ଭିଡ଼ ଲାଗିଲାଣି। ସମସ୍ତେ ନିଜର ସ୍ଥାନରେ ଧୂନି ଜଳାଇବା ପାଇଁ ପ୍ରସ୍ତୁତି କରିସାରିଲେଣି। ଖଣ୍ଡଗିରି ପାହାଡ଼ ତଳେ ଷ୍ଟାଡିଂ ବାବାଙ୍କ ସମେତ ଅନ୍ୟ ବାବା ଓ ସାଧୁସନ୍ଥଙ୍କ ଭିଡ଼ ଧିରେ ଧିରେ ଜମିବାଲେ ଲାଗିଛି।
ଆଜି ପବିତ୍ର ମାଘସପ୍ତମୀ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ ।
ପରୀକ୍ଷା ପେ’ ଚର୍ଚ୍ଚାରେ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର । ଟାଇମ୍ ମ୍ୟାନେଜମେଣ୍ଟ କିଭଳି ହୋଇପାରିବ ନିଜ ମା’ଙ୍କ ଠାରୁ ଶିଖିବା ଦରକାର ।
ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା । ଚିତା ପ୍ରକଳ୍ପ ସଫଳ ହୋଇଥିବା ଦୃଷ୍ଟିରୁ ୧୦୦ ଚିତା ପଠାଇବା ଲାଗି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବୁଝାମଣା ହୋଇଛି ।
ହକି ତାରକା ତଥା ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ନାୟକ ଓ ତାର ସହଯୋଗୀ ସୁନା ଛଡ଼ା ଗ୍ୟାଙ୍ଗ ଲିଡର ମୁଖ୍ୟ ଜି. ଗଙ୍ଗା ରେଡି, ମିଲୁ ବେହେରା ଓ ଚିତ୍ତ ଦଳେଇ ଗିରଫ ହୋଇଛନ୍ତି।
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲ୍ରାଉଣ୍ଡର୍ କ୍ରିକେଟର ଅକ୍ଷର ପଟେଲ।
ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡସ୍ଲାମ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି ।
କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ସେମି ଫାଇନାଲ ମ୍ୟାଚ୍ ଖେଳାଯିବ । ଆଜିର ସେମି ଫାଇନାଲ ଟକ୍କରରେ ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୪ଟି ଟିମ୍ ପଡ଼ିଆକୁ ଓହ୍ଲାଇବେ । ସାଢ଼େ ୪ଟାରୁ ମ୍ୟାଚ ଆରମ୍ଭ ହେବ ।