ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ "ଦହି ଭଲ୍ଲା"
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
Loading...
ପ୍ରଥମେ ସିଝା ଆଳୁକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ବ୍ରେଡ୍ ( ପାଉଁରୁଟି) ଆଣି ତାର ସାଇଟ୍ ଅଂଶ ଗୁଡ଼ିକ ବାହାର କରି ଦିଅନ୍ତୁ।
କିଛି ଲୋକ ଗ୍ରୀଷ୍ମ ଋତୁରେ ଅଧିକ ଝାଳ ବାହାର କରନ୍ତି। ଝାଳ ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣ କରି ଶରୀରରୁ ବିଷାକ୍ତ ପଦାର୍ଥକୁ ହଟାଇବାରେ ସାହାଯ୍ୟ କରେ। ତଥାପି, ଲୋକମାନେ ପ୍ରାୟତ ଝାଳ ଦ୍ୱାରା ବିଚଳିତ ହୁଅନ୍ତି, ଏହା ମଧ୍ୟ କେବଳ ନିଜକୁ ଘେରି ରହିନଥାଏ ବରଂ ଆଖପଥର ଲୋକ ଙ୍କ ପାଇଁ ଦୁର୍ଗନ୍ଧ ର କାରଣ ମଧ୍ୟ ହୋଇଥାଡ଼।।
କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି ।
ବେଦାନ୍ତ ମାଧବନ ଏବେ ବାପା ଓ ଦେଶର ଗୌରବ ବଢ଼ାଇ ଡେନିସ୍ ଓପନ୍ ୨୦୨୨ରେ ରୌପ୍ୟ ପଦକ ଜିତିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଆର.ମାଧବନ୍ ଏହି ଖୁସି ଖବର ସେୟାର କରିଛନ୍ତି।
ତେଲ ଦର ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ସବୁ କ୍ଷେତ୍ରରେ ପଡିଛି । ବସ୍ ଉପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ସରକାରୀ ବସ୍ ଭଡ଼ା ବଡାଇଛନ୍ତି ରାଜ୍ୟ ସରକାର ।
ସମୁଦ୍ରରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଗତ ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ବରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଉଦ୍ଧାର କରିଛି ।
ଯଶସ୍ବୀ ସଙ୍ଗୀତଜ୍ଞ, ଗୀତିକାର ତଥା ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଭୁବନେଶ୍ବରରୁ ମରଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା।
ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।
ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି।
ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ ।
ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବ୍ୟାପୀ ଲାଗିରହିଛି ପ୍ରବଳ ଗ୍ରୀଷ୍ଣ ପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପାରଦ ଅଧିକ ଥିବାରୁ ଅସହ୍ୟ ଗରମରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକେ ।
ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି।