ଖୋଲିଲା ଶ୍ରୀମନ୍ଦିର ସମ୍ମୁଖ ରାସ୍ତା
ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା ।
Loading...
ଭକ୍ତମାନେ ସିଧାସଳଖ ବଡଦାଣ୍ଡରୁ ସିଂହଦ୍ୱାର ସମ୍ମୁଖରେ ପତିତପାବନ ଦର୍ଶନ କରୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ ଜାନୁଆରୀ ୭ ତାରିଖରୁ ଶ୍ରୀନଅରଠାରୁ ରାସ୍ତା ବନ୍ଦ କରାଯାଇଥିଲା ।
ଆଜି ଓଡ଼ିଶାରେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅପରାହ୍ନ ୨ଟାରୁ ସାଢେ଼ ଦୁଇଟା ମଧ୍ୟରେ ସେ ଭୁବନେଶ୍ଵର ବିମାନ ବିନ୍ଦରରେ ପହଞ୍ଚି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି।
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ଶନିବାର ଦିନ ହରିୟାଣାର ରୋହତକ ଜେଲରୁ ୪୦ ଦିନିଆ ପାରୋଲରେ ପଦାକୁ ବାହାରଛନ୍ତି।
ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା ।
ଦେଶର ବାସ୍ତବ ଜୀବନର ନାୟକମାନଙ୍କୁ ଉପଯୁକ୍ତ ସମ୍ନାନ ଦେବା ପାଇଁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ନାମକରଣ ହୋଇ ନଥିବା ୨୧ଟି ବଡ଼ ଦ୍ବୀପର ନାମ ୨୧ ଜଣ ପରମ ବୀର ଚକ୍ର ବିଜେତାଙ୍କ ନାମରେ ନାମିତ କରାଯାଇଛି।
୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ଶନି ସିଙ୍ଗନାପୁରର ଏକ ଶନି ମନ୍ଦିରରେ ୧କୋଟି ମୂଲ୍ୟର ସୁନା କଳସ ଦାନକୁ ନେଇ ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ସମ୍ବଲପୁର ଖିଣ୍ଡା ଗ୍ରାମକୁ ଆସିଥିବା ସମୟରେ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି ତଥା ସେମାନଙ୍କ ସେବା ପାଇଁ ନିଜକୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ଶନିଦେବଙ୍କୁ ସେ ପ୍ରାର୍ଥନା କରିଥିବା କହିଛନ୍ତି ।
ଶନିଦେବଙ୍କୁ କୋଟିଏ ଟଙ୍କାର ସୁନା କଳସ ଦାନ । ମହାରାଷ୍ଟ୍ର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରକୁ ତ୍ରିବେଣୀ ଅମାବାସ୍ୟାରେ ପ୍ରାୟ ୧ କୋଟି ଟଙ୍କାର ସୁନାକଳସ ଦାନ । ୭୦୦ଗ୍ରାମ ସୁନା ଓ ୫୦କେଜି ରୂପାରେ ତିଆରି ହୋଇଛି ଏହି କଳସ ।
ରାଜ୍ୟରେ ଗତକାଲି ପାଗ ଖରାଟିଆ ରହିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ। ଅପେକ୍ଷାକୃତ ଭାବେ ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଛି।
ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ୨୩ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।
ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଭଗବାନ ଶନିଙ୍କ ପୀଠରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁମୂଲ୍ୟ ସୁନା କଳସ ଦାନ କରିଥିବା ସୂଚନା ମିଳିଛି।