୨୦୧୯ ପରେ ପୁଣି ଖୋଲିଲା ନର୍କର ଦ୍ଵାର
ପୁଣିଥରେ ଖୋଲିଛି ନର୍କର ଦ୍ୱାରା। ବର୍ଷବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ।
Loading...
ପୁଣିଥରେ ଖୋଲିଛି ନର୍କର ଦ୍ୱାରା। ବର୍ଷବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ।
ଆଜି ଦେଖାଯିବ ଗୋଲାପି ଜହ୍ନ । ଆକାଶରେ ଆଜି ଅଦ୍ଭୂତପୂର୍ବ ଦୃଶ୍ୟ ଦେଖାଯିବ । ଆଜି ‘ଫୁଲ ପିଙ୍କ୍ ମୁନ୍’ ବା ‘ଏପ୍ରିଲ୍ ଫୁଲ୍ ମୁନ୍’ ଦେଖାଯିବ । ସାରା ସପ୍ତାହ ଆକାଶରେ ଦେଖାଯିବ ଗୋଲାପି ଜହ୍ନ ।
ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି।
ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ ।
ଜୁଲାଇ ୧ରୁ ରାଜ୍ୟବାସୀଙ୍କୁ ସରକାର ଦେବେ ଭେଟି। ଏହି ଦିନଠାରୁ ପ୍ରତି ଘରକୁ ୩୦୦ ୟୁନିଟ୍ ଯାଏଁ ଫ୍ରି ବିଜୁଳି ସୁବିଧା ମିଳିବ । ମାନ୍ ସରକାର ନିଜର ୩୦ ଦିନର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି ।
ରୁଷ୍ ସଙ୍ଗେ ଯୁଦ୍ଧ କରି ୩୦୦୦ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଯୁଦ୍ଧ ପ୍ରବଣ ୟୁକ୍ରେନ୍ ଗସ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନ୍କୁ ଆମେରିକାର କିଛି ବରିଷ୍ଠ ଅଧିକାରୀଙ୍କ ଗସ୍ତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାବେଳେ ବାଇଡେନ୍ ୟୁକ୍ରେନ୍ ଯିବାପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ତାଙ୍କୁ ପଚରାଯାଇଥିଲା।
ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଇସ୍ତଫା ଦେଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ନିଜର ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ପ୍ରଦାନ କରିଛନ୍ତି ।
ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୋକାନ । ପାଉଁଶ ହୋଇଗଲା ଆସବାପତ୍ର । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୬ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଂଜାମ, ନୟାଗଡ଼, ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି ।
ରାତି ପ୍ରାୟ ୨ଟା ହେବ। ପୂରା ରାଜଧାନୀ ଶୋଇ ସାରିଥାଏ। ସବୁଆଡ଼ ଶୂନ୍ଶାନ୍। ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଯାଉଥିବା ଟ୍ରକ୍ଗୁଡ଼ିକର ଖାଲି ଯାହା ସୋର୍ଶବ୍ଦ ଥିଲା। କିନ୍ତୁ ଠିକ୍ ଏତିକିବେଳେ ସିନେମା ହଲ୍ ‘ମହାରାଜା’ ଆଗରେ ଭିଡ଼ ଜମି ଯାଇଥିଲା।