କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର
ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।
Loading...
ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।
ରାଜ୍ୟ ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ‘ଦେଓମାଳି ପର୍ବତ'।ଡେଷ୍ଟିନେସନ୍ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ହୋଇରହିବ ନାହିଁ।
ପୁରୀରେ ଏକ କେବୁଲ ଲାଣ୍ଡିଂ ଷ୍ଟେସନ ସ୍ଥାପନ ସଂପର୍କରେ ଶୁକ୍ରବାରଦିନ ରାଜ୍ୟ ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ ଘୋଷଣା କରିଛନ୍ତି ।
ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ ।
ଭାରତୀୟ ବଂଶୋଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ହେବେ ବିଶ୍ୱ ବ୍ୟାଙ୍କର ନୂତନ ସଭାପତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶ୍ରୀ ବାଙ୍ଗାଙ୍କୁ ଏହି ପଦ ପାଇଁ ମନୋନୀତ କରିଥିବା ଗୁରୁବାର ଘୋଷଣା କରିଛନ୍ତି।
ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା । ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି ।
ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଏଣିକି ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ । ଏହାର ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ଏତିକି ନୁହେଁ କୌଣସି ମହିଳା କର୍ମଚାରୀ ମେକଅପ ନେଇ ପାରିବେ ନାହିଁ କି କେହି ଜିନ୍ସ ପିନ୍ଧି ଆସିପାରିବେ ନାହିଁ ।
ମହା ବିସ୍ଫୋରଣ ବା ବିଗ୍ ବ୍ୟାଙ୍ଗରୁ ବାହାରିଥିବା ସବୁଠାରୁ ହାଲୁକା ଧାତୁ ହେଉଛି ଲିଥିୟମ । ଏହା ଜଳ ସହିତ ଏକ ଜ୍ୱଳନଶୀଳ ପ୍ରତିକ୍ରିୟା ସୃଷ୍ଟି କରେ ଯାହା ଶକ୍ତି ଉତ୍ପାଦନ କରେ ।
ଳିତ ମାସ ବଜାରରେ ଉପଲବ୍ଧ ହେବ ସ୍ବଦେଶୀ କ୍ୟାନସର ଟିକା । ମହିଳାଙ୍କ ଠାରେ ବୃଦ୍ଧି ପାଉଥିବା ସର୍ଭାଇକଲ ବା ଗର୍ଭାଶୟ କର୍କଟ ବିରୋଧୀ ଟିକା ସର୍ଭାଭାକ୍ ଏହି ମାସରୁ ବଜାରରେ ଉପଲବ୍ଧ ହେବା ନେଇ ସୂଚନା ମିଳିଛି । ଟିକାର ଦୁଇଟି ଡୋଜ୍ର ମୂଲ୍ୟ 2000 ଟଙ୍କା ରହିବ । ଉଦ୍ବେଗଜନକ ଭାବେ ଦେଶରେ ଗର୍ଭାଶୟ କର୍କଟ ବୃଦ୍ଧି ପାଇବା ପରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିଛି
ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ ।
ଓଡିଶାର ୪ କୋଟି ଲୋକଙ୍କର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ବିପଦରେ।କେବଳ ରତ୍ନଭଣ୍ଡାର ନୁହେଁ ମନ୍ଦିରର ବାହାର ପାର୍ଶ୍ଵ ମଧ୍ୟ ବିପଦରେ। କେଉଁଠୁ କାନ୍ଥ, ଛାତରୁ ଛେଲା ଛେଲା ସିମେଣ୍ଟ ଖସିଛି ତ କେଉଁଠି ସିଲିଂ ଭାରା ଭାଙ୍ଗିଯାଇଛି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳେ ପ୍ରାୟ ୯ଟା ବେଳେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ ରହିବା କାର୍ଯ୍ୟକ୍ରମ ରହିଛି । ଦ