ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବି
ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
Loading...
ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ରାଜ୍ୟରେ ଦିନକରେ ୧୨୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୧୦ ଓ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି ।
ଆରମ୍ଭ ହେଲା ମାଟ୍ରିକ ସମେଟିଭ ଆସେସମେଣ୍ଟ ୧- ପରୀକ୍ଷା। ୮ ହଜାର ୯୩୧ ସ୍କୁଲରେ ପରୀକ୍ଷା ଦେଉଛନ୍ତି ୫ଲକ୍ଷ ୭୬ହଜାର ୨୨୩ ପରୀକ୍ଷାର୍ଥୀ। ୩ହଜାର ୯୩ କେନ୍ଦ୍ରରେ ହେଉଛି ପରୀକ୍ଷା ।
ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା: ମାସ୍କ ପିନ୍ଧିବା ଓ କରୋନା ନିୟମ ମାନିବା ବାଧ୍ୟତାମୂଳକ
ବନ୍ଦ ହେଲା ମାର୍କେଟ୍ ବିଲଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ ।
ନ୍ୟାୟ ପାଇଁ ଦୀର୍ଘ ୪୪ଦିନର ସଂଘର୍ଷ ପରେ ଶେଷରେ ବୋହୂ ତପସ୍ବିନୀ ଦାଶ ତାଙ୍କର ହକ୍ ପାଇଛନ୍ତି। ତାଙ୍କ ଦ୍ବାରା ରୁଜୁ କରାଯାଇଥିବା ଏକ ଅପିଲ୍ର ଶୁଣାଣି କରି ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି।
ଭୁବନେଶ୍ବର ଡିସିପି ଅଫିସରୁ ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ । କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଡିସିପି ଅଫିସରୁ ଏକାଧିକ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ । ପୌରସଂସ୍ଥାର ୧୧ ନମ୍ବର ୱାର୍ଡ଼ର ହୋଟେଲ ସୋନା ଇଂଟରନ୍ୟାସନାଲ ଓ ତାର ଆଖାପାଖ ଅଂଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କରୋନା ପଜିଟିଭ । ପଜିଟିଭ ଚିହ୍ନଟ ନେଇ କେଜ୍ରିଓ୍ଵାଲ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସମାନ୍ୟ ଲକ୍ଷଣ ଦେଖାଦେଇଛି ।
ଅଭିନେତା ଜନ୍ ଆବ୍ରାହାମ୍ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍ କ୍ବାରେଣ୍ଟିନ୍’ରେ ଥିବା କଥା କହିଛନ୍ତି।
ସମଗ୍ର ଦେଶ ସମେତ ରାଜଧାନୀ ନୂଆଦିଲ୍ଲୀରେ ଦୈନିକ କୋଭିଡ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧିପାଉଥିବାରୁ ଦିଲ୍ଲୀ ସରକାର ସମୁଦାୟ ରାଜଧାନୀ ଅଞ୍ଚଳରେ ହଳଦିଆ ସତର୍କ ସୂଚନା ଜାରି କରିଛନ୍ତି ।