ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ କରିଦେଲା ୟୁକ୍ରେନ
ଋଷ ଓ ୟୁକ୍ରେନ ମଧ୍ୟରେ ଏବେ କିଛି ବି ହୋଇପାରେ । କାରଣ ବ୍ଲାକ୍ ସି’ରେ ଋଷର ଶକ୍ତିଶାଳୀ ଯୁଦ୍ଧପୋତରେ ବିସ୍ଫୋରଣ ଓ ନିଆଁ ଲାଗିବା ପରେ ଏହାକୁ ୟୁକ୍ରେନ ଘଟାଇଥିବା ୟୁକ୍ରେନ ଦାବୀ କରିବା ପରେ ଆହୁରି ଭୟଙ୍କର ହୋଇପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।