ଆସନ୍ତା ଶିକ୍ଷା ବର୍ଷରୁ ଯୁକ୍ତ ତିନିର ଜେନେରାଲ ଇଲେକ୍ଟିଭ ସିଲାବସରେ NCC ପାଠ୍ୟକ୍ରମ
NCCର ଇତିହାସ ବିଷୟରେ ଜାଣିବା ସହ ଜ୍ଞାନ ଆହରଣ କରିବା ଏହାର ମୂଳ ଉଦ୍ଦେଶ୍ୟ । କ୍ୟାରିଅର ପାଇଁ NCCର ପ୍ରୋତ୍ସାହନ ଏବଂ NCC କ୍ୟାଡେଟମାନଙ୍କର କର୍ତ୍ତବ୍ୟ ଏବଂ ଆଚରଣ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ ।
Loading...
NCCର ଇତିହାସ ବିଷୟରେ ଜାଣିବା ସହ ଜ୍ଞାନ ଆହରଣ କରିବା ଏହାର ମୂଳ ଉଦ୍ଦେଶ୍ୟ । କ୍ୟାରିଅର ପାଇଁ NCCର ପ୍ରୋତ୍ସାହନ ଏବଂ NCC କ୍ୟାଡେଟମାନଙ୍କର କର୍ତ୍ତବ୍ୟ ଏବଂ ଆଚରଣ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ ।
ଆସନ୍ତାକାଲି ହେବାକୁ ଥିବା ବଜେଟ ଅଧିବେଶନରେ ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଅର୍ଥନୈତିକ ସର୍ଭେ ଆମ ଦେଶର ଅର୍ଥନୀତିର ଏକ ଚିତ୍ର ପ୍ରଦାନ କରିଥାଏ ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ବାମୀ ନିକ୍ ଜୋନ୍ସ ଶେଷରେ ତାଙ୍କ ଝିଅର ଫଟୋକୁ ଦୁନିଆ ମମ୍ମୁଖକୁ ଆଣିଛନ୍ତି। ଜନ୍ମ ହେବା ଦିନରୁ ନିଜ ଝିଅର ଚେହେରାକୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରୁ ଦୂରେଇ ରଖିଥିବା ପ୍ରିୟଙ୍କା ଶେଷରେ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତଃ ଘଟାଇଛନ୍ତି।
୨୦୨୨ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କଂଗ୍ରେସ ଦଳର ଭାରତ ଯୋଡ଼ୋ ଯାତ୍ରା ଆଜି ଶ୍ରୀନଗରରେ ଶେଷ ହୋଇଛି।
ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଖାତା ଅଧ୍ୟାପକମାନେ ଦେଖିବେ । ତେଣୁ ଅଧ୍ୟାପକଙ୍କ ତାଲିକା ଓପିଏସସି ସିଚିବଙ୍କୁ ପ୍ରଦାନ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।
ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।
ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଏହା ପରେ ଆସନ୍ତାକାଲି ସାଧାରଣ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ଏପ୍ରିଲ୍ ୬ ଯାଏ ଚାଲିବ ଏହି ଅଧିବେଶନ
ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ହନିଟ୍ରାପ୍ ରାଣୀ ଅର୍ଚ୍ଚନା ନାଗ ଆଇନ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିବାକୁ କୋର୍ଟ ଅନୁମତି ଦେବା ପରେ କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେ ଲ’ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ।
ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ। ନବ ଦାସଙ୍କ ପୁଅ ବିଶାଲ ଦାସ ଦେଲେ ମୁଖାଗ୍ନି । ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମନ୍ତ୍ରୀ ଉପସ୍ଥିତ ଥିଲେ ।
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।