ନୂଆ ବର୍ଷରେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ
ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ! ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ।
Loading...
ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ! ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ।
ଆଜି ପୂର୍ବାହ୍ନ ସୁଦ୍ଧା ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ପରବର୍ତୀ ଦୁଇ ଦିନ ପର୍ଯ୍ୟନ୍ତ ଅଧା ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଜାନୁଆରୀ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୦ କୋଟି ଚାଷୀଙ୍କୁ ପିଏମ୍-କିଷାନର ଦଶମ କିସ୍ତି ପ୍ରଦାନ କରିବେ ।
ନୂଆ ବର୍ଷରେ ନିରାଶ ହେବେ ପର୍ଯ୍ୟଟକ। ଆଜିଠୁ ୫ ଦିନ ନନ୍ଦନକାନନ ବନ୍ଦ। ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନରେ କଟକଣା ଜାରି କରାଯାଇଛି।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବ। ଜାନୁଆରି ୩ରୁ କ୍ଲାସରୁମ୍ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଛି।
ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀରେ ଗୋଳାଇ ଭାଜି ଦିଅନ୍ତୁ। ଏବେ ଭଜା ମାଛରୁ କଣ୍ଟା କାଢ଼ି ସେଥିରେ ବେସନ, ଚାଉଳ ଚୂନା, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
ଧନିଆ ଦମ ଆଳୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ ଗରମ କରି ସେଥିରେ ଅଳ୍ପ ତେଲ ଦିଅନ୍ତୁ ଓ ସେଥିରେ ସିଝା ଆଳୁକୁ ପକାଇ କିଛି ସମୟ ଭାଜିଦିଅନ୍ତୁ ।
ବିଟ୍ ପାଟିକୁ ସୁଆଦିଆ ଲାଗୁ ନ ଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍କୁ ସାମିଲ କରିବା ଉଚିତ୍।
ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ ।
ସର୍ବପ୍ରଥମେ ମଇଦା, ସୁଜି ଏବଂ ବେକିଂ ସୋଡାକୁ ଏକାସାଥିରେ ମିଶାନ୍ତୁ ଏବଂ ସେଥିରେ ପାଣି ପକାଇ ଭଲଭାବେ ଚକଟନ୍ତୁ।
କ୍ଲାସ ରୁମ ଭିତରକୁ ଶିକ୍ଷକଙ୍କର ମୋବାଇଲ ମନା। ପିଲାଙ୍କୁ ପାଠ ପଢାଇବା ସମୟରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ମୋବାଇଲ ବ୍ୟବହାର କରିପାରିବେ ନାହିଁ।
ଦର୍ପଣ ସମ୍ବନ୍ଧୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହାକୁ ଶୟନ କକ୍ଷରେ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିଶ୍ୱାସର ଅଭାବ ଦେଖାଦିଏ ।