ଜାନୁଆରୀ ୩ରେ ଖୋଲିନପାରେ ପ୍ରାଥମିକ ସ୍କୁଲ୍
ଆଜି ଡିଏମ୍ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ।
Loading...
ଆଜି ଡିଏମ୍ଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ଯେ ହୁଏତ ସରକାରଙ୍କ ଏହି ନିଷ୍ପତ୍ତି ବଦଳିପାରେ।ଏନେଇ DMET ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବର ସ୍ଥିତିକୁ ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ।
ଏଣିକି ଆପଣ ବାଲକୋନୀ ବା ଝରକାରେ କପଡ଼ା ଶୁଖାଇଲେ କିମ୍ବା ବାଲକୋନୀରୁ ତଳକୁ ଅଳିଆ ଆବର୍ଜନା ଫୋପାଡ଼ିଲେ କି ବାଲକୋନୀରେ ପଶୁ ପକ୍ଷୀଙ୍କ ଖାଦ୍ୟ ଫୋପାଡ଼ିଲେ, ଅଥବା ବାଲକୋନୀ ତଳକୁ କୌଣସି ପ୍ରକାରର ଜିନିଷ ପକାଇବା ଦ୍ବାରା ଜରିମାନା ଦେବାକୁ ପଡ଼ିବ ।
ଦୁଇ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ପରେ ନୂଆବର୍ଷରୁ ରାଜ୍ୟକୁ ଫେରିବ ଶୀତ ଲହରୀ ।
ନୂଆବର୍ଷରେ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନେଲେ ନିଷ୍ପତ୍ତି ।
ମଧ୍ୟମା ପରୀକ୍ଷାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ଓ ବାପାଙ୍କ ନାମ ଲଗ୍ଇନ୍ କରି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ କରିବେ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
Watch Odia song To chehera Starring : Sailendra , Prajyoti ,Bapi , Tushar in the voice of Humane sagar
Watch Odia song Tate Dekhi in the voice of Kuldeep Pattnaik
Watch Odia song Apasora Smruti in the voice of Susmita Das and Omprakash Mohanty
Watch Odia song Marijibi Ete Bhala Paana in the voice of Humane sagar and Arpita Choudhury
ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏକ ଘଣ୍ଟା ଧରି ଅଚଳ ହୋଇଗଲା ଟିକେଟ କାଉଣ୍ଟର। ଫାଟକ ନିକଟରେ ଠିଆ ହୋଇ ଧୈର୍ଯ୍ୟହରା ହୋଇଗଲେ ପର୍ଯ୍ୟଟକ।
ଦେଶବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଭାରତରେ ୫ଜି ଇଂଟରନେବା ସେବା ପ୍ରଚଳନ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ଏହି ସେବା ଉପଲବ୍ଧ ହେବ ।