କ୍ୱାରେଣ୍ଟାଇନ ସମୟ କମାଇଲା ସିଡିସି
କ୍ୱାରେଣ୍ଟାଇନ ସମୟ କମାଇଲା ସିଡିସି । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟୋଲ ନୂଆ ଗାଇଡଲାଇନ ଜାରି କରିଛନ୍ତି ।
Loading...
କ୍ୱାରେଣ୍ଟାଇନ ସମୟ କମାଇଲା ସିଡିସି । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟୋଲ ନୂଆ ଗାଇଡଲାଇନ ଜାରି କରିଛନ୍ତି ।
ବିସିସିଆଇ ଅଧ୍ୟକ୍ଷ ତଥ୍ୟା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ୍ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବିଶ୍ବ ବଜାରରେ ଦର ଉଚ୍ଚ ସ୍ତରରେ ରହିଥିଲେ ମଧ୍ୟ ଆମଦାନି ଶୁଳ୍କ ହ୍ରାସ କରାଯାଇଥିବାରୁ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି।
ମହିଳାମାନେ ମେକଅପ୍, ପୋଷାକ କିମ୍ବା ହେୟାର ହେୟାର ଷ୍ଟାଇଲ ହେଉ ନିଜକୁ ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ୍ ରଖିବାକୁ ଚାହାଁନ୍ତି । କେଶ ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇବା ପାଇଁ କାମ କରେ ।
ଆମେ ବୃଦ୍ଧ ଲୋକଙ୍କ ଠାରୁ କହୁଥିବାର ଶୁଣିଥିବାର ଶୁଣିଥିବା କି ସକାଳେ ଶୀଘ୍ର ଉଠିବା ଦ୍ଵାରା ଅନେକ ଫାଇଦା ହୋଇଥାଏ। ଆମ ସମସ୍ତଙ୍କୁ ସକାଳେ ଶୀଘ୍ର ଉଠିବାର ଫାଇଦା ଜାଣିବା ଆବଶ୍ୟକ।
ଆଜିକାଲି ଝିଅମାନେ ବହୁତ ନଖ ବଢେଇବାର ସୌଖିନ ହେଉଛନ୍ତୁ।ସେମାନେ ବଜାରରେ ମିକୁଥିବା ନକଲି ନଖର ମଧ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ ଯଦି ଏହି ନୁଷ୍କା ବ୍ୟବହାର କରିବେ ତାହେଲେ ଆପଣଙ୍କୁ ଏହି ନକଲି ନଖର ଆବଶ୍ୟକ ପଡିବ ନାହିଁ।
ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।
ନେଚୁରାଲ ଲୁକ ପାଇଁ ଆଖିରେ ଲଗାନ୍ତୁ କଂସିଲର । ଏହି କଂସିଲରକୁ ଆପଣ ଦୁଇପ୍ରକାରରେ ଲଗାଇପାରିବେ । ହାଲକା କଂସିଲରକୁ ଆଖିର ପାଖରେ ଏବଂ ଗାଢ କଂସିଲରକୁ ମୁହଁର ଅଲଗା ଯାଗାରେ ଲଗାଇପାରିବା । ଏହା ପ୍ରଥମରୁ କଲାପରେ ମୁହଁରେ ବାକି ସବୁ ମେକଅପ ଲଗାଇପାରିବା ।
ଭାରତରେ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ହୃଦ ଜନିତ ରୋଗ କିମ୍ବା ହୃଦଘାତରେ ମୃତ୍ୟୁ ହେଉଛି ।
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା।
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ହିଁ ଦୋଷୀ। ଗତକାଲି ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ।
ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା । 3 ଜଣଙ୍କୁ ଅର୍ଥନୀତିରେ ମିଳିବ ୨୦୨୧ ନୋବେଲ ପୁରସ୍କାର ।