ନିର୍ବାଚନ ପ୍ରଚାର ସମୟରେ ଶାଢ଼ି, ସାର୍ଟ ବାଣ୍ଟିବାକୁ ରାଜନୈତିକ ଦଳଗୁଡ଼ିକୁ ତାଗିତ କଲେ ଇସି
ପ୍ରଚାର ସମୟରେ କୌଣସି ଦଳ ଦ୍ବାରା ମିଳିଥିବା ଟୋପି, ଫେସ୍ମାସ୍କ ପିନ୍ଧିବାର ଅନୁମତି ରହିଛି। ମାତ୍ର କୌଣସି ରାଜନୈତିକ ଦଳ ଶାଢ଼ି ଓ ସାର୍ଟ ଦେଇପାରିବେ ନାହିଁ।
Loading...
ପ୍ରଚାର ସମୟରେ କୌଣସି ଦଳ ଦ୍ବାରା ମିଳିଥିବା ଟୋପି, ଫେସ୍ମାସ୍କ ପିନ୍ଧିବାର ଅନୁମତି ରହିଛି। ମାତ୍ର କୌଣସି ରାଜନୈତିକ ଦଳ ଶାଢ଼ି ଓ ସାର୍ଟ ଦେଇପାରିବେ ନାହିଁ।
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଓ ଅଭିନେତା ଜ୍ୟାକି ଭଗନାନୀ। କୁହାଯାଉଛି ଯେ ଉଭୟ ୨୦୨୩ରେ ବିବାହ କରିପାରନ୍ତି। ଏନେଇ ଅଭିନେତ୍ରୀଙ୍କ ଭାଇ ସୂଚନା ଦେଇଛନ୍ତି। ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ।
ଏକ ନୂତନ 3D- ରିଙ୍ଗ ବା ମୁଦି ତିଆରି କରିଛନ୍ତି ଯାହାକି ମଶା ଏବଂ ଛୋଟ କୀଟପତଙ୍ଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରଠାରୁ ଦୂରରେ ରଖେ।
ଫେରିଯିବ ମୌସୁମୀ। ପୂର୍ବ-ଭାରତର କିଛି ଅଞ୍ଚଳରୁ ଫେରିଯାଇପାରେ ମୌସୁମୀ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଅବସ୍ଥିତ ରହିଛି ଏବଂ ସମୁଦ୍ର ପତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଅନ୍ୟପକ୍ଷରେ ଦେଶରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଉପରେ ସକ୍ରିୟ ରହିଛି।
ଆଜି ବିଡିଏ ପକ୍ଷରୁ ହେବ ବଡ଼ ଧରଣର ଉଛେଦ କାର୍ଯ୍ୟ ହେବ। ବାଲିପାଟଣା ଥାନା ଝିଣ୍ଟି ଶାସନ ଅନ୍ତର୍ଗତ ତ୍ରାହି ଅଚ୍ୟୁତ ନଗରରେ ହେବ ଉଚ୍ଛେଦ କାର୍ଯ୍ଯ ।
ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବୋତଲ ଫେରାଇଲେ ଆପଣ ଟଙ୍କା ପାଇବେ । ଏଥି ପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ ।
ଓଡ଼ିଶାରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟିକ୍ସାନ, ଏମଆରଆଇ ସିଟି ସ୍କାନ ।
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ । ଏବେ ସରଗରମ ହେବ ପ୍ରଚାର ମଇଦାନ । ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ହରେକୃଷ୍ଣ ସେଠି, ବିଜେଡିର ଅବନ୍ତୀ ଦାସ ମଧ୍ୟରେ ନିର୍ବାଚନୀ ମୁକାବିଲା ହେବ ।
ଗତ ଦିନମାନଙ୍କରେ ଅନେକ ବାତ୍ୟା ସଂପର୍କରେ ଢେର୍ ଦିନ ଆଗରୁ ପୂର୍ବାନୁମାନ ହୋଇଛି ଓ ବିଳମ୍ବରେ ଆଇଏମଡି କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏଣୁ ଏଥର ସେମିତି ହେବନାହିଁ ତ?
ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି। ଆଜି ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା।
ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି ।