ଜାଣନ୍ତୁ ପ୍ରାରମ୍ଭିକ ମଧୁମେହର ଲକ୍ଷଣ ବିଷୟରେ
ମଧୁମେହର ଦ୍ୱିତୀୟ ଲକ୍ଷଣରେ, ଆମର ବହୁତ ପରିସ୍ରା ଅଛି। ଗୋଟିଏ ପଟେ ଆମେ ମଧ୍ୟ ବହୁତ ପାଣି ପିଇଥାଉ, ଯେଉଁ କାରଣରୁ ପରିସ୍ରା ମଧ୍ୟ ଶୀଘ୍ର ଆସେ।
Loading...
ମଧୁମେହର ଦ୍ୱିତୀୟ ଲକ୍ଷଣରେ, ଆମର ବହୁତ ପରିସ୍ରା ଅଛି। ଗୋଟିଏ ପଟେ ଆମେ ମଧ୍ୟ ବହୁତ ପାଣି ପିଇଥାଉ, ଯେଉଁ କାରଣରୁ ପରିସ୍ରା ମଧ୍ୟ ଶୀଘ୍ର ଆସେ।
ସଜନା ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସଜନା ପତ୍ର ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ।
ଓଜନ କମାଇବାକୁ ଆପଣ ଗ୍ରୀନ୍-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍ ଭଲ କଥା।
ଆମ୍ବ ଏପରି ଏକ ଫଳ ଯାହା ସମସ୍ତଙ୍କର ପସନ୍ଦ ଥାଏ । ଏହାର ସ୍ୱାଦ ଜେମିତି ମିଟା ବାସ୍ନା ମଧ୍ୟ ସେମିତି । ଫଳ ମଧ୍ୟରେ ଆମ୍ବକୁ ଫଳର ରାଜା ବୋଲି କୁହାଯାଏ ।
ଋଷ- ୟୁକ୍ରେନ ଯୁଦ୍ଧକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଏହାର ସମାଧାନ ବାହାରିବା ପରିବର୍ତ୍ତେ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ଏହାରି ପ୍ରଭାବ ଭାରତ ଉପରେ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପଡୁଛି ।
ଗତକାଲିଠାରୁ ରୁଷ୍ ଉତ୍ତର ପୂର୍ବ ୟୁକ୍ରେନ୍ରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛି। ରୁଷ୍ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଯୁଦ୍ଧକ୍ଷେତ୍ରରେ ମୋବାଇଲ୍ ଫୋନ୍ ଯୋଗୁଁ ଜଣେ ସୈନିକ ଗୁଳି ଚୋଟରୁ ରକ୍ଷା ପାଇଥିବା ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ଆନନ୍ଦବଜାରରେ ଅଣସୁଆରଙ୍କ ମହାପ୍ରସାଦ ବିକ୍ରିରେ ଲାଗିବ କଟକଣା। କେବଳ ସ୍ବତ୍ବଲିପି ସ୍ୱୀକୃତ ସୁଆର ମହସୁଆରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ମିଳିବ ଅନୁମତି। ଏଥିସହ କେବଳ ତାଲିକା ଅନୁସାରେ ବୋଝିଆଙ୍କୁ ମିଳିବ ଅନୁମତି।
ଆସନ୍ତାକାଲିଠୁ ୩ ଦିନ ପାଇଁ କିଛି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୫ ତାରିଖ ପାଇଁ ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି ।
ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍ଆଇଆର୍।
ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।
ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଆସନ୍ତା ସପ୍ତାହରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାକୁ ମସ୍କୋ ଯିବେ । ଏହି କ୍ରମରେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଆଲୋଚନା କରିବେ । ଏହାପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବାର ବି କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ଦିନ ଏନେଇ ବିଶ୍ୱ ସଂସ୍ଥା ସୂଚନା ଦେଇଛି ।