ଆଜି ରାଜ୍ୟରେ କାଁଭାଁ ବର୍ଷା, ମଙ୍ଗଳବାରଠୁ ତିନି ଦିନ ଯାଏଁ ଶୁଖିଲା ରହିବ ପାଗ
ରାଜ୍ୟରେ ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ରୁ ୧୩ ତିନି ଦିନ ବିଶେଷ ବର୍ଷା ହେବନି । କାଁ ଭାଁ କେଉଁଠି ଛିଞ୍ଚିପାରେ । ହେଲେ ବିସ୍ତୃତ ବର୍ଷା ନାହିଁ ।
Loading...
ରାଜ୍ୟରେ ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ରୁ ୧୩ ତିନି ଦିନ ବିଶେଷ ବର୍ଷା ହେବନି । କାଁ ଭାଁ କେଉଁଠି ଛିଞ୍ଚିପାରେ । ହେଲେ ବିସ୍ତୃତ ବର୍ଷା ନାହିଁ ।
ଏଣିକି ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା ପ୍ରିଲିମ୍, ମେନ୍ ଓ ଇଣ୍ଟଭର୍ୟୁ । ସବୁ କିଛି ଏବେ ଓଡ଼ିଆରେ ହେବ । ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ଗଲା କ୍ୟାବିନେଟ୍ରେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତିକୁ ନେଇ ପରୀକ୍ଷାର୍ଥୀ ଉତ୍ସାହିତ ତ ଅଛନ୍ତି, ହେଲେ ଦ୍ୱନ୍ଦ୍ୱ ବି କମ୍ ନାହିଁ ।
ବେଶେ ଧୁମଧାମରେ ପାଳିତ ହେଉଛି ଲକ୍ଷ୍ମୀପୂଜା । ଅନୁଗୁଳରୋ ୨୯ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଧନଲକ୍ଷ୍ମୀ ।
ସୋମବାରଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ସନ୍ଧ୍ୟା ସାଢେ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ନରେନ୍ଦ୍ର କୋଣରେ ପ୍ରତିଷ୍ଠା ହୋଇଥିବା ହୋଇଥିବା ବୃନ୍ଦାବତୀ ନିବାସ ଠାରେ ହବିଷ୍ୟାଳୀ ଶିବିର ଲୋକାର୍ପଣ କରିବେ।
ରାଜ୍ୟରେ ବାତ୍ୟାର କୌଣସି ଆକଳନ ନାହିଁ। ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ଭାରତୀୟ ପାଣିପାଗ ବିଭାଗ। ଏନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବଙ୍ଗୋପସାଗରରେ କୌଣସି ସମ୍ଭାବ୍ୟ ବାତ୍ୟାର ପୂର୍ବାନୁମାନ ନଥିବା ସେ କହିଛନ୍ତି।
ନାଲି କୋଶଳା ପାଟିକୁ ସ୍ୱାଦିଷ୍ଠ ହେବା ସହିତ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ହୁଏ। ଏଥିରେ ପୋଷକ ତତ୍ତ୍ଵ ଭରପୁର ପରିମାଣରେ ଭରି ରହିଛି।
ଶୀତଦିନେ ସବୁଜ ପନିପରିବା ଓ ବିଭିନ୍ନ ପ୍ରକାର ଶାଗ ଭରପୁର ପରିମାଣରେ ମିଳିଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମଜଭୂତ କରିବା ସହ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ଶରୀରକୁ ସୁସ୍ଥ ରଖିବା ପାଇଁ ଏଭଳି ସବୁଜ ପନିପରିବାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ।
ଆଗକୁ ଆସୁଛି ଶୀତଦିନ । ଏହି ଦିନ ମାନଙ୍କରେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼େ । ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ । ତେବେ କିପରି ନେବା ଏହାର ଯତ୍ନ ?
ଆଜି ୯୦ତମ ବାୟୁସେନା ଦିବସରେ ଭାରତୀୟ ବାୟୁସେନା ତା’ର କର୍ମଚାରୀଙ୍କ ପାଇଁ ନୂଆ ଧରଣର ‘କମ୍ବାଟ୍ ୟୁନିଫର୍ମ’ ପ୍ରଚଳନ କରିଛି। ‘ଡିଜିଟାଲ୍ କେମୋଫ୍ଲଜ୍ ୟୁନିଫର୍ମ’ କୁହାଯାଉଥିବା ଏହି ୟୁନିଫର୍ମର ‘ଫାଷ୍ଟ୍ ଲୁକ୍’କୁ ଏୟାର୍ ଚିଫ୍ ମାର୍ସାଲ୍ ବିବେକ ରାମ ଚୌଧରୀ ଉନ୍ମୋଚନ କରିଥିଲେ।
ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ଵାନ । ୧୦ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଆବେଦନ ପ୍ରକ୍ରିୟା । ଇଚ୍ଛୁକ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟରେ ଆବେଦନ କରିବେ।
ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା । କର୍ଣ୍ଣାଟକରେ ବ୍ୟାନ ହେଲା ଏହି ୩ ଆପ୍ ଆଧାରିତ କମ୍ପାନୀ । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି ।
ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇ ଅଧ୍ୟକ୍ଷ ପଦ ଛାଡ଼ିପାରନ୍ତି ସୌରଭ ଗାଙ୍ଗୁଲି । ଏନେଇ ଚର୍ଚ୍ଚା ଜୋର ଧରିଛି । ଗାଙ୍ଗୁଲିଙ୍କ ସ୍ଥାନରେ ରୋଜର ବିନ୍ନି ବିସିସିଆଇ ଅଧ୍ୟକ୍ଷ ହୋଇପାରନ୍ତି ।