VASTU

ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛିକି! ତେବେ ଜଲଦି ବେଡ୍‌ରୁମ୍‌ରୁ ବାହାର କରନ୍ତୁ ଏହି ସବୁ ଜିନିଷ

Untitled 1

କିଛି ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହୋଇଥାଏ। ବିଭିନ୍ନ ଘରେ ବିଭିନ୍ନ କାରଣରୁ କଳି,ଝଗଡ଼ା ହୁଏ। ତେବେ ଅନେକ ସମୟରେ ଦେଖାଯାଏ, ଗୋଟିଏ ଗୋଟିଏ ଘରେ ସେମିତି କିଛି ବିଶେଷ କାରଣ ନଥାଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ହୋଇଥାଏ। ଏପରି ସ୍ଥଳେ ଘରର ବାସ୍ତୁଦୋଷକୁ ଏଡ଼ାଇ ଦିଅନ୍ତୁ ନାହିଁ। କୁହାଯାଏ, ବେଡ୍‌ରୁମ୍‌ରେ ବାସ୍ତୁଦୋଷ ରହିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି,ଝଗଡ଼ା ହୋଇଥାଏ। ଏମିତି କିଛି ଜିନିଷ ରହିଛି, ଯେଉଁଗୁଡ଼ିକୁ ବେଡ୍‌ରୁମ୍‌ରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ସେସବୁ ଜିନିଷ ବିଷୟରେ କହିବୁ।

 

ପଲିଥିନ:

Download (3)

ଶୋଇବା ଘରେ କେବେ ବି ପଲଥିନ୍ ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଘରେ ଅଯଥା କଳି ଝଗଡ଼ା ସୃଷ୍ଟି ହୋଇଥାଏ। ତେଣୁ ଏହି ଜିନିଷକୁ ତୁରନ୍ତ ନିଜ ବେଡ୍‌ରୁମ୍‌ରୁ କାଢ଼ି ଦିଅନ୍ତୁI

ଚିରା କପଡା:-

Istockphoto 485870443 612x612

ବେଳେ ବେଳେ ଆପଣଙ୍କ ବେଡ୍‌ରୁମ୍‌ରେ ଚିରାଫଟା କପଡ଼ା ରହିଯାଇଥାଏ। ଏହାକୁ ତୁରନ୍ତ ସେ ରୁମ୍‌ରୁ ବାହାର କରିଦିଅନ୍ତୁ I ବେଡ୍‌ରୁମ୍‌ରେ ଫଟା କପଡ଼ା ରଖିବା ଦ୍ୱାରା ଆପଣ ବିପଦକୁ ଆମନ୍ତ୍ରଣ କରିଥା’ନ୍ତି।

ଝାଡୁ:-

Images

ଶୋଇବା ଘରେ ଝାଡ଼ୁ ରଖନ୍ତୁ ନାହିଁ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପଛରେ ଏହା ବଡ଼ କାରଣ ହୋଇଥାଏ।

ଚପଲ:-

Costway Shoe Bench Storage Rack Cushion Seat Ottoman Bedroom Hallway Entryway White

ଆପଣ ଯେଉଁ ଘରେ ଶୋଉଛନ୍ତି, ସେ ଘରେ ଚପଲ ବା ସକ୍ସ ରଖନ୍ତୁ ନାହିଁ। ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏI

ଟିଭି:-

Download (2)

ବେଡ୍‌ରୁମ୍‌ରେ କେବେ ହେଲେ ଟିଭି ରଖନ୍ତୁ ନାହିଁ। ଏହା ମଧ୍ୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବାର ଏକ କାରଣ ପାଲଟି ଥାଏ। ଡାଇନିଂ ବା ଗେଷ୍ଟ୍‌ ରୁମ୍‌ରେ ଟିଭି ଲଗାନ୍ତୁ।

ପଢନ୍ତୁ: ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

Related posts

ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା

ENO Beuro

ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

ENO Beuro

ପାଦ ଛୁଇଁ ପ୍ରଣାମ କରିବା ପୂର୍ବରୁ ଜାଣି ରଖନ୍ତୁ କେତୋଟି କଥା

Ratnamani Moharana

3 comments

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି September 9, 2019 at 10:41 am

[…] ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛିକି!… […]

ଜାଣନ୍ତୁ ଆଜିର ଦିନଟି କେମିତି କଟିବ September 11, 2019 at 10:34 am

[…] ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛିକି!… […]

ଲୁଣ ଖାଇଲେ ଆପଣ ହୋଇପାରନ୍ତି କୋଟିପତି, ଜାଣନ୍ତୁ କିପରି September 11, 2019 at 12:06 pm

[…] ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛିକି!… […]

Leave a Comment