LIFESTYLE

ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଆୟୁର୍ବେଦିକ ଉପଚାର!

ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

ନିତ୍ୟ ପ୍ରାଣାୟାମ ଦ୍ଵାରା ପ୍ରାଣୀ ଶ୍ଵାସ , ଥଣ୍ଡା ,ଶରୀର ବ୍ୟଥା ଆଦି ରୋଗରୁ ରକ୍ଷା ପାଇଥାଏ । ପ୍ରାଣାୟାମ ମନୁଷ୍ୟ ଶରୀରର ଫୁସଫୁସ କୁ ବାହ୍ୟ ପ୍ରଦୂଷଣ ରୁ ରକ୍ଷା କାରୀ ଫୁସଫୁସ ର ବିଭିନ୍ନ ଅଂଶ କୁ ପ୍ରାଣ ବାୟୁ ପ୍ରଦାନ କରେ ଏବଂ ଜୀବାଣୁ ଭୂତାଣୁ କୁ ନଷ୍ଟ କରେ ।

ବିଶେଷ ଆୟୁର୍ବେଦ ଅନୁସାରେ ପିତ୍ତ ,ବାତ ଓ କଫ ହିଁ ସ୍ୱାସ୍ଥ୍ୟ ର ଅଧରଶୀଳ ଅଟେ ।

ଆୟୁର୍ବେଦ ରେ ପିତ୍ତ, ବାତ ଓ କଫ ର ବର୍ଣ୍ଣ  କ୍ରମଶଃ :- ଲୋହିତ , ନୀଳ ଓ ଶ୍ଵେତ କୁହାଯାଇଛି ।

swasଏଣୁ  ପ୍ରାଣାୟାମ ରେ ବ୍ରହ୍ମା , ବିଷ୍ଣୁ , ମହେଶ୍ଵର ଙ୍କ ଠାରୁ ଲୋହିତ ,ନୀଳ, ଶ୍ଵେତ ବର୍ଣ୍ଣ କ୍ରମଶଃ ଆୟୁର୍ବେଦ ରେ ପିତ୍ତ , ବାତ ଓ କଫ ହେଇଥିବା ବ୍ୟକ୍ତି ଧ୍ୟାନ କରିବା ଦ୍ଵାରା ତ୍ରିଦୋଷ ସାମାନ୍ୟବସ୍ଥା ରହି ଶରୀର କୁ ଆରୋଗ୍ୟ ପ୍ରଦାନ କରି ଦୀର୍ଘାୟୁ ହେବାରେ ସକ୍ଷମ କରିଥାଏ ।

ପ୍ରତ୍ୟେକ ଦିନ ଏକାଗ୍ରତା ଭାବରେ ଲୋହିତ ,ନୀଳ ଓ ଶ୍ଵେତ ରଙ୍ଗ କୁ ଧ୍ୟାନ କରିବା ଦ୍ଵାରା ତ୍ରିଦୋଷ ସାମାନ୍ୟ ହୋଇ ଶରୀର ସମସ୍ତ ପ୍ରକାର ବିକାର ରୁ ମୁକ୍ତ ହୋଇଥାଏ , ଯାହା ଫଳରେ ଶରୀର ସୁସ୍ଥ ରହି ଦିର୍ଘ୍ୟାୟୁ ପ୍ରାପ୍ତି ହୁଏ ।

ପଢନ୍ତୁ, ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

Related posts

ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିବା ଦ୍ଵାରା ଦେଖାଦେଇଥାଏ ଅନେକ ସମସ୍ୟା! ଜାଣନ୍ତୁ ?

ENO Beuro

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

ENO Beuro

2 comments

Leave a Comment