Entertainment

ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ନିର୍ମିତ ଚାଲିଛି ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ସ୍ଥାନ ପାଇବେ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ମହମ ପ୍ରତିମୂର୍ତ୍ତି ଗ୍ୟାଲେରିରେ ସ୍ଥାନ ପାଇବେ ଯୋଗଗୁରୁ ବାବା ରାମଦେବ। ମାଡ୍ୟାମ୍‌ ତୁସାଦ ମ୍ୟୁଜିୟମ୍ ଦ୍ୱାରା ନିର୍ମିତ ମହମ ପ୍ରତିମୂର୍ତ୍ତି ପାଇଁ ବାବା ରାମଦେବ ତାଙ୍କୁ ଯୋଗାଇ ଦେବେ ତାଙ୍କର ଗେରୁଆ ପରିଧାନ ଓ ଗୋଟିଏ ହଳ ଜୋତା। ଯୋଗଗୁରୁ ବାବା ରାମଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମୋର ମହମ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମାଡ୍ୟାମ ତୁସାଦ ମୋତେ ଚୟନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ।

ପଢନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

Related posts

କରଣ ଜୋହରଙ୍କୁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ନୋଟିସ

ENO Beuro

ବଲିଉଡକୁ ଆସିବେ କ୍ରିତିଙ୍କ ଭଉଣୀ

ENO Beuro

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ENO Beuro

1 comment

Leave a Comment