EnewsOdia.Com

ବାବୁସାନ ପ୍ରେମରେ ଅଶୋକ ପତି

ଏ ବର୍ଷ ଓଲିଉଡ ସୁପରଷ୍ଟାର ବାବୁସାନଙ୍କ କ୍ଷେତ୍ରରେ ଘଟିଛି ଏକ ନୂଆ ଘଟଣା । ୨୦୧୯ରେ ତାଙ୍କ ଅଭିନୀତ ମାତ୍ର ତିନୋଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ସବୁଠାରୁ ବଡ଼ ମଜା କଥା ଯେ ୨୦୧୯ରେ ବାବୁସାନଙ୍କର ଯେଉଁ ତିନୋଟି ଓଡ଼ିଆ ଛବି ରିଲିଜ ହୋଇଛି ସେ ସବୁର ନିର୍ଦ୍ଦେଶକ ହେଲେ ଜଣେ। ସେ ନିର୍ଦେଶକ ଜଣକ ଆଉ କେହି ନୁହନ୍ତି ଅଶୋକ ପତି।ଏଯାବତ୍ ବାବୁସାନ୍ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ ସବୁଠାରୁ ଅଧିକ ୧୬ଟି ଓଡ଼ିଆ ସିନେମାରେ କାମ କରିଛନ୍ତି।

ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ପ୍ରଥମେ ବାବୁସାନଙ୍କୁ ଦେଖିବାକୁ ମିଳିଥିଲା ‘ଅଜବ ସଂଜୁର ଗଜବ ଲଭ୍’ରେ। ଏଥିରେ ସାତ ବର୍ଷ ପରେ ପରଦା ଉପରକୁ ବାବୁସାନ୍ – ଅର୍ଚ୍ଚିତା ଯୋଡ଼ି ଫେରିଥିଲେ। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ପଡନ୍ତୁ: ୨ ଦିନରେ ୨୮ କୋଟି ଲୋକ ଦେଖିଲେ ‘ଛପାକ’ର ଟ୍ରେଲର ରିଲିଜ

ସମ୍ବନ୍ଧିତ ଖବର

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana

4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ

Ratnamani Maharana

କ୍ରିଶ୍-୪ରେ ଦୀପିକା

Ratnamani Maharana

କରୋନା ନେଇ ପ୍ରଶଂସକଙ୍କୁ ସଚେତନ କଲେ ବିଗ୍ ବି; କହିଲେ, ‘ନା’ ବାବା ନା, ଏବେ ନୁହେଁ ଜଲସା’

Ratnamani Maharana

ବକ୍ସ ଅଫିସରେ ରେକର୍ଡ଼ କଲା ‘ବାଗୀ-୩’

Ratnamani Maharana

ଆଜି ପରଦାକୁ ଆସୁଛି ସଲମାନ ଖାନଙ୍କ ଅଭିନୀତ ‘ଦବଙ୍ଗ-୩’

Ratnamani Maharana