Loading...

‘ଦମନ’ ଫିଲ୍ମର ପ୍ରିମିୟର ସୋ’ରେ ନଜର ଆସିଲେ ଚର୍ଚ୍ଚିତ ଦମ୍ପତି ବାବୁସାନ ଏବଂ ତୃପ୍ତୀ

‘ଦମନ’ ଫିଲ୍ମର ପ୍ରିମିୟର ସୋ’ରେ ନଜର ଆସିଲେ ଚର୍ଚ୍ଚିତ ଦମ୍ପତି ବାବୁସାନ ଏବଂ ତୃପ୍ତୀ

ଏକାଠି ବସି ଫିଲ୍ମ ଦେଖିଲେ ବାବୁସାନ ଏବଂ ତୃପ୍ତୀ । ‘ଦମନ’ ଫିଲ୍ମର ପ୍ରିମିୟର ସୋ’ରେ ଏକାଠି ନଜର ଆସିଛନ୍ତି ଏହି ଚର୍ଚ୍ଚିତ ଦମ୍ପତି ।

ଏକାଠି ବସି ଫିଲ୍ମ ଦେଖିଲେ ବାବୁସାନ ଏବଂ ତୃପ୍ତୀ । ‘ଦମନ’ ଫିଲ୍ମର ପ୍ରିମିୟର ସୋ’ରେ ଏକାଠି ନଜର ଆସିଛନ୍ତି ଏହି ଚର୍ଚ୍ଚିତ ଦମ୍ପତି । ବହୁ ଚର୍ଚ୍ଚିତ ଓଡ଼ିଆ ଫିଲ୍ମ ଦମନ ଆଜି ରିଲିଜ୍ ହୋଇଥିବା ବେଳେ ଏହି ଫିଲ୍ମର ପ୍ରମୋସନ ତଥା ଫିଲ୍ମ ଦେଖିବାକୁ ଭୁବନେଶ୍ୱରର ଏକ ସିନେମା ହଲରେ ପହଂଚିଥିଲେ ବାବୁସାନ-ତୃପ୍ତୀ । ଏହି ଦମ୍ପତି ଏକାଠି ଗୋଟିଏ କାରରେ ଆସି ସିନେମା ଦେଖିଥିବା ବେଳେ ହଲ ଭିତରେ ପାଖରେ ବସି ସିନେମା ଦେଖିଥିଲେ । ଫିଲ୍ମ ଦେଖି ଫେରିବା ପରେ ବାବୁସାନ, ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.