Loading...

ମାଣ୍ଡିଆ ଚାଷ ଓ ଶସ୍ୟ ଉପରେ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତ ଲେଖି ଗ୍ରାମୀ ପୁରସ୍କାର ପାଇବେ ମୋଦୀ

ମାଣ୍ଡିଆ ଚାଷ ଓ ଶସ୍ୟ ଉପରେ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତ ଲେଖି ଗ୍ରାମୀ ପୁରସ୍କାର ପାଇବେ ମୋଦୀ

ପ୍ରଥମ ଥର ପାଇଁ କୌଣସି ରାଜନେତା ବିଶ୍ୱର ଅନ୍ୟତମ ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ମାଣ୍ଡିଆ ଚାଷ ଓ ଶସ୍ୟ ଭାବେ ଏହାର ଉପଯୋଗିତା ବିଷୟରେ କହିବାକୁ ଯାଇ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତର ସଂଳାପ ଲେଖିଥିବାରୁ “”ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ”” ବର୍ଗ ପାଇଁ ମନୋନୀତ ହୋଇଛି ।

ପ୍ରଥମ ଥର ପାଇଁ କୌଣସି ରାଜନେତା ବିଶ୍ୱର ଅନ୍ୟତମ ସମ୍ମାନଜନକ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ମାଣ୍ଡିଆ ଚାଷ ଓ ଶସ୍ୟ ଭାବେ ଏହାର ଉପଯୋଗିତା ବିଷୟରେ କହିବାକୁ ଯାଇ ‘ଏବଡେନ୍ସ ଇନ୍ ମିଲେଟ୍’ ଗୀତର ସଂଳାପ ଲେଖିଥିବାରୁ “”ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ”” ବର୍ଗ ପାଇଁ ମନୋନୀତ ହୋଇଛି । କଣ୍ଠଶିଳ୍ପୀ ଫାଲ୍ଗୁନୀ ଶାହ ଓ ଗୌରବ ଶାହ ମଧ୍ୟ କଣ୍ଠଦାନ ସହ ଗୀତ ଲେଖିଛନ୍ତି । 

ସୂଚନାନୁସରେ, ମୋଦୀ ଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେକହିଥିଲେ, “ମୁଁ ଖୁସି ଯେ ଯେତେବେଳେ ସାରା ବିଶ୍ୱ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରୁଛି, ସେତେବେଳେ ଭାରତ ଏହି ଅଭିଯାନର ନେତୃତ୍ୱ ନେଉଛି । କୃଷକ ଏବଂ ନାଗରିକମାନଙ୍କ ପ୍ରୟାସ ଦ୍ୱାରା ‘ଶ୍ରୀଅନ୍ନ’ ଭାରତ ଏବଂ ବିଶ୍ୱର ସମୃଦ୍ଧିରେ ଏକ ନୂତନ ଦିଗ ଯୋଡିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ଏହି ଅଂଶକୁ ଗୀତରେ ସାମିଲ କରିଛନ୍ତି ଫାଲଗୁନି ଏବଂ ଗୌରବ ଶାହ । ଅନ୍ୟ ଛଅଟି ଗୀତ ମଧ୍ୟ ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍ ପରଫରମାନ୍ସ ବର୍ଗରେ ମନୋନୀତ ହୋଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.