VASTU

କାଉର କେଉଁ ସଂକେତକୁ ଶୁଭ ଓ କେଉଁ ସଂକେତକୁ ଅଶୁଭ ମାନାଯାଏ ଜାଣନ୍ତୁ

ପୁରାଣ ଶାସ୍ତ୍ର ଅନୁସାରେ କାଉ ମାନଙ୍କୁ ଆଗରୁ ଜଣା ପଡିଥାଏ କି କିଛି ଅଶୁଭ ହେବ ବୋଲି ।  କୁହାଯାଏ କାଉ ଉଭୟ ଦୁନିଆରେ ରହିଥାଏ । ଗୋଟିଏ ଜୀବନ ଦୁନିଆ ଓ ଅନ୍ୟଟି ମୃତୁ  ଦୁନିଆ । ତେଣୁ କାଉ ଆମକୁ ଅଶୁଭ ସମାଚାର ଦେଇଥାଏ ମାନେ ଅସୁଭ ସଙ୍କେତ ଦେଇ ଥାଏ । ଏମିତି ବି କୁହାଯାଏ କି ମର ପୂର୍ବ ପୁରୁଷ କାଉ ମାଧ୍ୟମରେ ଆମ ଜୀବନକୁ ଆସିଥିବା ଅଶୁଭ ସଂକେତ ଆମକୁ ଦେଉଥିଲେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି କଥା ।

କାଉ ଦେଇଥାଏ କେଉଁ ସବୁ ସଙ୍କେତ ଜାଣନ୍ତୁ

  • ଯଦି ଘର ଉପରେ କାଉ ଝଗଡା କରନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଘରର ମୁଖିଆଙ୍କ ଖରାପ ସମୟ ଆସିବ ।
  • ଯଦି କାଉ ଘରର ଛାତ ଉପରେ ବସି ଦକ୍ଷିଣ ଦିଗ ଆଡକୁ ମୁହଁ କରି ରାବୁଛି ତେବେ ଏହା ଅଶୁଭ ସଂକେତ ଅଟେ । ଏହାର ମାନେ ଘରେ କାହାର ମୃତ୍ୟୁ ହେଇପାରେ ।
  • ରାସ୍ତାରେ ଯାଉ ଯାଉ କାଉ ପାଣି ପିଉଥିବାର ଦେଖିଲେ ଦିନଟି ସୁଖମୟ ହେବା ସହ ଧନ ପ୍ରାପ୍ତି ହେବ ।
  • ଯଦି ସକାଳୁ ଘର ଆଗରେ କାଉ ରାବୁ ଥିବାର ଦେଖନ୍ତି ତେବେ ଘରକୁ ଅତିଥି ଆସି ପାରନ୍ତି ।
  • ଖରାବେଳେ ଯଦି କାଉର ସ୍ୱର ଉତ୍ତର ଓ ପୂର୍ବ ଦିଗରୁ ଶୁଣିବାକୁ ମୂଳେ ତେବେ ଆପଣଙ୍କ ଦିନ ସୁଖମୟ ରହିବ।
  • କାଉ ମୁହଁରେ ମାଂସ ନେଇ ଯାଉଥିବାର ଦେଖିଲେ ଆପଣଙ୍କର ବହୁ ଦିନର ଇଚ୍ଛା ପୁରାଣ ହେବ।
  • କାଉ ଦେହରେ ବା ମୁଣ୍ଡ ଉପରେ ବସିବା ଅଶୁଭ ମାନାଯାଏ ।

ପଢନ୍ତୁ ;

ଆଜି ଆସିବ ଦୁବାଇରୁ ଶ୍ରୀଦେବୀଙ୍କ ମର ଶରୀର , ଜୁହୁରେ ହେବ ଅନ୍ତିମ ସଂସ୍କାର

 

Related posts

ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?

ENO Beuro

ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

Ratnamani Moharana

ବାସ୍ତୁଶାସ୍ତ୍ର ଅନୁସାରେ ପୂଜା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ଜାଣନ୍ତୁ ?

ENO Beuro

Leave a Comment