News

ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌,ହତ୍ୟା ଧମକ

heroin

ପୋଲିସ କମିଶନଙ୍କ ପାଖରେ ଅଭିଯୋଗ

ସୋସିଆଲ ମିଡିଆରେ ଜଣେ ବରିଷ୍ଠ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଫଟୋ ଓ ମେସେଜ କରିବା ସହ ହତ୍ୟା ଧମକ ଦେଉଛି। ଏନେଇ ଅଭିନେତ୍ରୀ ଜଣଙ୍କ ପୁଲିସ କମିଶନରଙ୍କୁ ଭେଟି ଘଟଣା ବିଷୟରେ ଜଣାଇଛନ୍ତି।

heroin

ଅଭିଯୁକ୍ତଙ୍କ କହିବା ଅନୁଯାୟୀ ଗତ ୧୫ ଦିନ ହେବ ତାଙ୍କ ଜୀବନରେ ଜଣେ ପଶିଯାଇଛି ଭିଲେନ। ୩ଟି ଫୋନ ନମ୍ବରରୁ ତାଙ୍କୁ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ୍‌ ଏବଂ ଧମକ ଚମକ ଦେଉଛନ୍ତି।

ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ନମ୍ବରକୁ ଟ୍ରାକ କରାଯାଇ ଅଭିଯୁକ୍ତକୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି ।

ପଢନ୍ତୁ; ଚେନ୍ନାଇରେ ନବୀନଙ୍କୁ ଭେଟିଲେ କମଲ ହସନ ,କହିଲେ ମୁଁ ନବୀନଙ୍କ ଫ୍ୟାନ୍

Related posts

ସରକାରୀ ବିଦ୍ୟାଳୟଗୁଡ଼ିକରେ ସମ୍ବଲପୁରୀ କପଡ଼ାରେ ଡ୍ରେସକୋର୍ଡ କରାଯାଉ: ବୟନ ଶିଳ୍ପ ମନ୍ତ୍ରୀ

ENO Beuro

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

କୁନ୍ଦିଲି ଘଟଣା :ତଦନ୍ତ କରିବ ଜାତୀୟ ମାନବିକ ଅଧିିକାର କମିସନଙ୍କ ସ୍ୱତନ୍ତ୍ର ଟିମ୍‌

ENO Beuro

Leave a Comment