VASTU

ଆସନ୍ତୁ ଜାଣିବା କାଉର କେଉଁ ସଂକେତକୁ ଶୁଭ ଓ ଅଶୁଭ ସଂକେତ ମନାଯାଏ?

ଆମେ ସାଧାରଣତଃ କାଉର ରାବରୁ ଶୁଭ ଅଶୁଭ ଲକ୍ଷଣ ସମ୍ପର୍କରେ ଜାଣିଥାଉ। କୁହାଯାଇଥାଏ ଯେ,କାଉ ଉଭୟ ଜୀବନ ଏବଂ ମୃତୁ ଦୁନିଆରେ ରହିଥାଏ। ଏମିତି ବି କୁହାଯାଏ ଆମ ପୂର୍ବ ପୁରୁଷମାନେ କାଉ ମାଧ୍ୟମରେ ଆମ ଜୀବନକୁ ଆସିଥିବା ଅଶୁଭ ସଂକେତ ସମ୍ପର୍କରେ ଆମକୁ ଚେତେଇଦେଇଥାନ୍ତି।

ଜାଣନ୍ତୁ କାଉର କେଉଁ ସଂକେତ ଶୁଭ ଏବଂ ଅଶୁଭ ହୋଇଥାଏ-

  • ରାସ୍ତାରେ ଯାଉ ଯାଉ କାଉ ପାଣି ପିଉଥିବାର ଦେଖିଲେ ଦିନଟି ସୁଖମୟ ହେବା ସହ ଧନ ପ୍ରାପ୍ତି ହେବ। ସେହି ଦିନଟି ଭଲରେ କଟିଥାଏ।
  • କାଉ ମୁହଁରେ ମାଂସ ନେଇ ଯାଉଥିବାର ଦେଖିଲେ ଆପଣଙ୍କର ବହୁ ଦିନର ଇଚ୍ଛା ପୁରାଣ ହେବ।
  • କାଉ ଦେହରେ ବା ମୁଣ୍ଡ ଉପରେ ବସିବା ଶୁଭ ମାନା ଯାଏ ନାହିଁ । ଏହାଦ୍ଵାରା ଆପଣଙ୍କ ପାଖକୁ ବିପଦ ଆସିବାର ସମ୍ଭାବନା ରହିଥାଏ।
  • ଯଦି ସକାଳୁ ଘର ଆଗରେ କାଉ ରାବୁ ଥିବାର ଦେଖନ୍ତି ତେବେ ଘରକୁ ଅତିଥି ଆସି ପାରନ୍ତି।
  • ଯଦି ଘର ଉପରେ କାଉ ଝଗଡା କରନ୍ତି ତେବେ ଏହା ସଂକେତ ଦେଇଥାଏ ଯେ ଘରର ମୁଖିଆଙ୍କ ଖରାପ ସମୟ ଆସିବ।
  • ଖରାବେଳେ ଯଦି କାଉର ସ୍ୱର ଉତ୍ତର ଓ ପୂର୍ବ ଦିଗରୁ ଶୁଣିବାକୁ ମୂଳେ ତେବେ ଆପଣଙ୍କ ଦିନ ସୁଖମୟ ରହିବ।
  • ଯଦି କାଉ ଘରର ଛାତ ଉପରେ ବସି ଦକ୍ଷିଣ ଦିଗ ଆଡକୁ ମୁହଁ କରି ରାବୁଛି ତେବେ ଏହା ଅଶୁଭ ସଂକେତ ଅଟେ । ଏହାର ମାନେ ଘରେ କାହାର ମୃତ୍ୟୁ ହେଇପାରେ।

ଆସନ୍ତୁ ଜାଣିବା କାଉର କେଉଁ ସଂକେତକୁ ଶୁଭ ଓ ଅଶୁଭ ସଂକେତ ମନାଯାଏ? crow

ପଢନ୍ତୁ;

ନିଜ ପତ୍ନୀକୁ କିପରି ଖୁସିରେ ରଖିବେ? ଏଥିପାଇଁ ଧ୍ୟାନରେ ରଖନ୍ତୁ କିଛି ଟିପ୍ସ

Related posts

ଗୃହରେ କଣ ରଖିଲେ ଆର୍ଥିକଅଭାବ ଦେଖାଯାଇନଥାଏ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା

Krishna Kumar Manoj

ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More