VASTU

ଏହିସବୁ ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଂଙ୍କେତ, ଜାଣି ରୁହନ୍ତୁ ଏହା ବିଷୟରେ

V

ଦୈନିକ ଜୀବନରେ କାମ କରୁଥିବା ସମୟରେ ଆମ ହାତରୁ ଜଣାଅଜଣାରେ ଅନେକ ଜିନିଷ ଖସିଯାଇଥାଏ। ଏହା ଉପରେ ଆମେ ସାଧାରଣତଃ ଧ୍ୟାନ ନଦେଇଥିଲେ ମଧ୍ୟ ଏହା ଆମକୁ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣାର ସଂଙ୍କେତ ଦେଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ହାତରୁ କିଛି ଜିନିଷ ଖସିବା ଅଶୁଭ ଘଟଣାର ସଂଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା କଣ ଜିନିଷ ହାତରୁ ଖସିବା ହୋଇଥାଏ ଅଶୁଭ।

୧)  ରୋଷେଇ କରୁଥିବା ସମୟରେ ହାତରୁ ଲଙ୍କା ଗୁଣ୍ଡ ପଡିଯାଇଥିଲେ ଘର ମଧ୍ୟରେ ଝଗଡ଼ା ହେବାର ସମ୍ଭାବନା ହେଲା। ଏହାଛଡ଼ା ଲୁଣ ହାତରୁ ଖସିବା ଦ୍ବାରା ଘରେ ଋଣ ବଢ଼ିବାର ସମସ୍ୟା ହୋଇଥାଏ।

୨)  ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ କଡେଇରୁ ତେଲ ଛିଟିକି ଥାଏ ତେବେ ଘରେ ଅନ୍ନ-ଧନର ଅଭାବ ଦେଖାଦେଇପାରେ। ଏମିତି ହେବେ ଦ୍ବାରା ଅନ୍ନପୂର୍ଣ୍ଣ କ୍ରୋଧିତ ଥିବା କୁହାଯାଇଥାଏ।

Oil
Oil

୩) ବିବାହିତ ମହିଳା ସିନ୍ଦୁର ଲଗାଉଥିବା ସମୟରେ ତାଙ୍କ ହାତରୁ ସୁନ୍ଦୁର ଫରୁଆ ପଡିଯାଇଥାଏ ତେବେ ତାଙ୍କ ସ୍ବାମୀଙ୍କ ଉପରେ କୌଣସି ମହାବିପତ୍ତି ଆସିବାର ସମ୍ଭାବନା ରହିଥାଏ।

୪) ଆପଣଙ୍କ ହାତରୁ ପାଣି ଭର୍ତ୍ତି ଥିବା ଗିଲାସ ପଡିଯାଉଛି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଏପରି ହେବା ଦ୍ବାରା ଭବିଷ୍ୟତରେ କିଛି ରୋଗଗସ୍ତ ହେବାର ସଂଙ୍କେତ ଦେଇଥାଏ।

Water
Water glass

ପଢନ୍ତୁ: ମନର ଏକାଗ୍ରତାକୁ ବଢ଼ାଇବାରେ ସହାୟକ ହୋଇଥାଏ ତିଳକ

Related posts

ଆପଣ ଜାଣିଛନ୍ତି କି? ବାସ୍ତୁଶାସ୍ତ୍ର ଘର ପାଇଁ କେତେ ଜରୁରୀ ହୋଇଥାଏ ! ଆସନ୍ତୁ ଜାଣିବା ଗୃହିଣୀ ମାନଙ୍କ ପାଇଁ କିଛି ଟିପ୍ସ

ENO Beuro

ଶରୀରର କେଉଁ ଅଙ୍ଗରେ ସୁନା ପିନ୍ଧିଲେ ହୋଇଥାଏ ଅଶୁଭ, ଆସନ୍ତୁ ଜାଣିବା ଏହି ବିଷୟରେ

ENO Beuro

ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ କରନ୍ତୁ ଏହି ୫ଟି କାମ , ଦୂର ହୋଇପାରେ ଆପଣଙ୍କ ଅସୁବିଧା

ENO Beuro

Leave a Comment