• Home
  • Bollywood
  • “ବାହୁବଲୀ ୨” ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି
Bollywood

“ବାହୁବଲୀ ୨” ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି

ଭାରତରେ ବକ୍ସ ଅଫିସରେ ସବୁ ରେକର୍ଡ଼ ଭାଙ୍ଗିବା ପରେ ଏବେ ଏସଏସ ରାଜମୌଲି ଙ୍କ “ବାହୁବଲୀ ୨” ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛି । ପ୍ରଭାସ ନାୟକ ଥିବା ଏହି ସିନେମା ଟି ସେପ୍ଟେମ୍ବରରେ ଚୀନରେ ରିଲିଜ ହେବ ବୋଲି ଜଣାପଡ଼ିଛି।
“ବାହୁବଲୀ ୨” କୁ ଚୀନରେ ୬୦୦୦ ସିନେମା ହଲ୍ ମିଳିଛି ।  ସୂଚନା ମିଳିଛି, ଚୀନ ବ୍ୟତୀତ ଏହି ଜାପାନ, କୋରିଆ ଓ ତାଇୱାନରେ ବି ରିଲିଜ ହେବ । ଏବେ  ଦେଖିବା ପାଇଁ ବାକି ରହିଲା ‘ବାହୁବଲୀ ୨’ ଚୀନରେ କେଉଁ ନୂଆ ରେକର୍ଡ଼ ସୃଷ୍ଟି କରିଛି ।
ଏହା ପ୍ରଥମ ଇଣ୍ଡିଆନ ସିନେମା ହେବ ଜିଏକି ୧୫୦୦ କୋଟି କ୍ରସ କରିଛି। ପ୍ରଭାଷ, ଅନୁଷ୍କା ଶେଟ୍ଟୀ, ତମନ୍ନା ଭାଟିଆ, ସତ୍ୟରାଜ ଏବୋଂ ରମ୍ୟା କ୍ରୀଷ୍ଣା ଏଥିରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇଛନ୍ତି। ଏହି ଛବି ଟି ୨୮ ଏପ୍ରିଲ ରେ ପ୍ରେକ୍ଷଲୟ କୁ ଆସିଥିଲା ଏବୋଂ ଆଜି ପର୍ଯ୍ୟନ୍ତ ସବୁ ସିନେମା ହଲ ରେ ଭରପୁର ଦର୍ଶକ ହେଉଛନ୍ତି। ବାହୁବଲୀ ୨ ସିନେମା ର ରିଲିଜ ରୁ ଆଜି ପର୍ଯ୍ୟନ୍ତ ଏକ ରେକର୍ଡ କରିଛି।

"ବାହୁବଲୀ ୨" ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି  “ବାହୁବଲୀ ୨” ଚୀନରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି

ଆହୁରି ଆନେକ ଜାଣନ୍ତୁ ମୌନୀ ରାୟ ଙ୍କ ଆଗାମୀ ସିନେମା ବିଷୟରେ

Related posts

Amitabh, Aishwarya And Shahrukh’s Mohabbatein Completes 17 Years Today

Krishna Kumar Manoj

ବିବାହ ସିନେମା ର ଛୋଟ ଝିଅ ଅମୃତା ପ୍ରକାଶ, ଏବେ କେମିତି ଦିଶୁଛନ୍ତି ଆସନ୍ତୁ ଜାଣିବା

Krishna Kumar Manoj

Fukrey Returns Is Scheduled To Hit The Screens On December 8, 2017

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More