Loading...

ଘର ବାହୁଡା ପାଇଁ ସଜବାଜ ହେଉଛନ୍ତି ମହାପ୍ରଭୁ

ଘର ବାହୁଡା ପାଇଁ ସଜବାଜ ହେଉଛନ୍ତି ମହାପ୍ରଭୁ

ଘର ବାହୁଡା ପାଇଁ ସଜବାଜ ହେଉଛନ୍ତି ମହାପ୍ରଭୁ। ଦୀର୍ଘ ନ ଦିନର ଲୀଳା ଖେଳା ସାରି ଶ୍ରୀମନ୍ଦିରକୁ ପର୍ତ୍ୟବର୍ତନ କରିବାର ସମୟ ପାଖେଇଆସୁଛି। ମା ପାଖରୁ ଏବେ ପୁଣି ଭକ୍ତଙ୍କ ପାଖକୁ ଯିବାକୁ ବ୍ଯାକୁଳ ଶ୍ରୀଜିଉ।

ଘର ବାହୁଡା ପାଇଁ ସଜବାଜ ହେଉଛନ୍ତି ମହାପ୍ରଭୁ। ଦୀର୍ଘ ନ ଦିନର ଲୀଳା ଖେଳା ସାରି ଶ୍ରୀମନ୍ଦିରକୁ ପର୍ତ୍ୟବର୍ତନ କରିବାର ସମୟ ପାଖେଇଆସୁଛି। ମା ପାଖରୁ ଏବେ ପୁଣି ଭକ୍ତଙ୍କ ପାଖକୁ ଯିବାକୁ ବ୍ଯାକୁଳ ଶ୍ରୀଜିଉ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ତିନିରଥକୁ ଦକ୍ଷିଣ ମୋଡ କରାଯାଇଛି। ଦୁଇ ରଥ ଆଜି ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ବିଜେ କରିଛନ୍ତି। ସେପଟେ ବିଳମ୍ବ ସହ ରାତି ହୋଇଯିବାରୁ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ ହୋଇପାରିନି। ଆଜି ସକାଳୁ ନନ୍ଦିଘୋଷ ରଥକୁ ଦକ୍ଷିଣମୋଡ଼ ଦିଆଯିବ। 

ସୂଚନାନୁସାରେ, ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ବିଳମ୍ବ । ହେରା ପଞ୍ଚମୀ ନୀତି ମଧ୍ୟ ବିଳମ୍ବ ହୋଇଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ରଥଯାତ୍ରା ଠାରୁ ଆରମ୍ଭ କରି ଦୁଇ ଦିନ ହେବ ପହୁଡ଼ ନୀତି ହୋଇପାରିନି । ଯାହାଫଳରେ ମହାପ୍ରଭୁ ଅନିଦ୍ରା ଥିବା କୁହାଯାଉଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.