POLITICALS

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

panda

ବିଜୁ ଜନତା ଦଳରେ କଣଠେସା ହୋଇ ରହିବାପରେ କ୍ଷୁବ୍ଧ ହୋଇ ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବାକୁ ଯାଉଛନ୍ତି। ଏନେଇ ରାଜ୍ୟ ନେତା ଗଣମାଧ୍ୟମ ରେ ମନ୍ତବ୍ୟ ରଖୁନଥିଲେ ମଧ୍ୟ ଦିଲ୍ଲୀରେ କେନ୍ଦ୍ରୀୟ ନେତଙ୍କ ଉପସ୍ଥିତ ରେ ସେ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ରୀୟ ନେତାଙ୍କଠୁ ଆରମ୍ଭ କରି ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଆରମ୍ଭ ହୋଇଯାଇଛି କଡା ଟକ୍କର। ନିଜ ପଲା ଭାରି ରଖିବା ପାଇଁ ଉଭୟ ଦିନରାତି ଏକ କରିଦେଇଛନ୍ତି।

panda

ହିନ୍ଦୁର ପଲଟିକାଲ ଏଡ଼ିଟର ନିସ୍ତୁଲା ହେବାର ନିଜ ଟ୍ୱିଟରେ ସଂକେତ ଦେଇ କହିଛନ୍ତିଯେ, ଡିସେମ୍ବର ୮ରେ ଓଡ଼ିଶାର ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ସେ କିଏ ହୋଇପାରନ୍ତି ବୋଲି ସେ ଛୋଟ ପ୍ରଶ୍ନଟିଏ ବି କରିଛନ୍ତି । ଏହାର ଉତ୍ତରରେ ଅନେକ ଜାତୀୟସ୍ତରର ସାମ୍ବାଦିକ ବୈଜୟନ୍ତଙ୍କ ନାଁ ମଧ୍ୟ ନେଇଛନ୍ତି । ଏପରିକି ପଲ୍ଲବୀ ଘୋଷ କୌତୁକରେ ଦ କୁଙ୍ଗ ଫୁ ପାଣ୍ଡା ବୋଲି ଉଲ୍ଳେଖ କରିଛନ୍ତି ।

ପଢନ୍ତୁ; ଢେଙ୍କାନାଳ:ଗ୍ୟାରେଜରେ ଅଗ୍ନିକାଣ୍ଡ,ଜଳିଗଲା ଦୁଇଟି ବସ

Related posts

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

ENO Beuro

ବିଜେପି ଛାଡ଼ିଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା!

ENO Beuro

Leave a Comment