POLITICALS

୨୭ ତାରିଖକୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

ମହାରଥୀ  ନିରାଶ । ପ୍ରଦୀପ ମହାରଥୀ ଜାମିନ ଆବେଦନ  ଆସନ୍ତା ୨୭କୁ ଘୁଞ୍ଚିଲା । ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ମୋଦିଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ  ଆସିନଥିବାରୁ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି ।

 ମହାରଥୀ ଓ ତାଙ୍କ ସମର୍ଥକମାନେ ସ୍କ୍ୱାଡର ମାଜିଷ୍ଟ୍ରେଟ  ଓ ଅନ୍ୟ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ପାଇବା ପରେ ମହାରଥୀଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ମହାରଥୀଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା  ବଣ୍ଟାଯାଉଥିବା ଖବର ପାଇ ଚଢାଉ ପାଇଁ ଯାଇଥିବା ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ ଓ ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ ହୋଇଥିଲା।

ପଢନ୍ତୁ: ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀ ରଚିଥିଲେ ଶ୍ରୀଲଙ୍କାରେ ନରସଂହାର

Related posts

ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Ratnamani Moharana

ଲୋକସଭା ନିର୍ବାଚନ ଲଢିବେନି ବୋଲି କହିଲେ ସୁମିତ୍ରା ମହାଜନ

Ratnamani Moharana

୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

ENO Beuro

Leave a Comment