• Home
  • News
  • ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ
News

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ମହା କାର୍ତ୍ତିକ ପୁର୍ଣିମାରେ ଆରମ୍ଭ ହେବ ଭୁବନେଶ୍ଵରରେ ବାଲିଯାତ୍ରା । ବାଲିଯାତ୍ରା ହେବ ନା ହେବନି ଏନେଇ ବହୁ ଦ୍ଵନ୍ଦ୍ଵ ଉପୁଜିଥିଲା । ମାତ୍ର ଶେଷରେ ବିବାଦ ତୁଟିଛି । ୫୦ରୁ ଊର୍ଦ୍ଦ୍ଵ ଗ୍ରାମବାସୀ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଘନ ଘନ ଉଦ୍ୟମ ଫଳବତୀ ହୋଇଛି

ଉଲ୍ଲେଖନୀୟ , ଭୁବନେଶ୍ଵର ବାଲି ଯାତ୍ରା ପାଇଁ ବ୍ଲୁପ୍ରିଣ୍ଟ ବାହାର କରଯାଇଥିଲା । ତେବେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ବାଲିଯାତ୍ରାର ଆୟୋଜନ ବନ୍ଦ ରଖାଯାଇଥିଲା । ବିଭିନ୍ନ ସିବା ମନ୍ଦିରରେ ଘନ ଘନ ବୈଠକ ବାସୀ ଏ ସଙ୍କ୍ରାନ୍ତରେ ଆଲୋଚନା କରଯାଇଥିଲା । ଶେଷରେ ପୂର୍ଣ୍ଣିମା ଠାରୁ ବାଲିଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମଗୁଡିକରେ ଘନ ଘନ ପ୍ରଚାର କରଯାଇଥିଲା । ତେବେ କୌଣସି କାରଣରୁ ଏହାକୁ ବନ୍ଦ ରଖାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହାର ବହୁବର୍ଷ ପରେ କିଛି ଆଞ୍ଚଳିକ ବିଦ୍ଧିଜୀବୀ ଏକାଠି ବାସୀ ଉପୁଜିଥିବା ରାଜନୈତିକ ବିବାଦକୁ ବହୁ ବିଳମ୍ବରେ ସମାଧାନ କରଯାଇଥିଲା । ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ କୁଣାଲ ରାଉତ , ଆଶୁତୋଷ ସାମନ୍ତରାୟ,ତପନ ବଳିଆରସିଂ, ଅଭୟ ବଡଜେନା,ପ୍ରମ୍ମୁଖ ଉଦ୍ୟମ କରି ଏହି ବାଲିଯାତ୍ରାକୁ ଆଜି ବୋଇତବନ୍ଦାଣ କରି ଶୁଭାରମ୍ଭ କଲେ । ମେଳା ସ୍ଥାନରେ ୨୦୦ ଷ୍ଟଲ ଖୋଲିଛି । ଏହା ତିନିଦିନ ଧରି ଚାଲିବ । ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଛି । ପୂର୍ଣ୍ଣପ୍ରାଣରେ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ବାଙ୍କି ବିଧାୟକ ।

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ  ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ପଢନ୍ତୁ, ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପାରମ୍ପରିକ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଣ ଭତ୍ସବ ପାଳିଲେ ଶ୍ରଦ୍ଧାଳୁ

Related posts

୨୪ ଘଣ୍ଟା ମଧ୍ୟରେ କୁଆପଥର ମାଡ ସହ ଝଡ଼ ବର୍ଷା ସମ୍ଭାବନା : ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Krishna Kumar Manoj

ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ

Krishna Kumar Manoj

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More