Loading...

ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା,ଏବେଠୁ ଜମିଲାଣି ବ୍ୟବସାୟୀଙ୍କ ଭିଡ

ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା,ଏବେଠୁ ଜମିଲାଣି ବ୍ୟବସାୟୀଙ୍କ ଭିଡ

ଆସନ୍ତା ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରଦାର କରାଯାଉଛି । ଦୁଇବର୍ଷ ବ୍ୟବଧାନ ପରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏବେ ଠାରୁ ରାଜ୍ୟ ବାହାର ବ୍ୟବସାୟୀ ମାନଙ୍କ ଗହଳି ଦେଖିବାକୁ ମିଲିଲାଣି ।

ଆସନ୍ତା ନଭେମ୍ବର ୮ରୁ ଐତିହାସିକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତ ମଧ୍ୟ ଜୋରଦାର କରାଯାଉଛି । ଦୁଇବର୍ଷ ବ୍ୟବଧାନ ପରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏବେ ଠାରୁ ରାଜ୍ୟ ବାହାର ବ୍ୟବସାୟୀ ମାନଙ୍କ ଗହଳି ଦେଖିବାକୁ ମିଲିଲାଣି । ଦୂରଦୂରାନ୍ତରୁ ବ୍ୟବସାୟୀମାନେ ବ୍ୟବସାୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ବିଶେଷକରି ଭଳିକି ଭଳି ଫୁଲରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.