EnewsOdia.Com

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏହି ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବାର ବିଧି ରହିଛି । ଏହି ନୀତିକୁ ଗୁପ୍ତ ଭାବେ କରାଯିବ । ନୀତି ଅନୁଷ୍ଠିତ ହେଉଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ନାହିଁ କୌଣସି ଭକ୍ତ । ସେଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତ ଭାବେ ଏହି ନୀତି ସମ୍ପାଦନ କରାଯିବ । ମଧ୍ୟାହ୍ନ ଧୂପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏହି ବନକଲାଗି ନୀତିରେ ମହାପ୍ରଭୁଙ୍କ ଶୀମୁଖରେ ଲେପନ କରାଯାଇଥାଏ । ଏଥିପାଇଁ କେଶର, କଇଁଥ, ଅଠା, କର୍ପୁର,କଜ୍ୱଳ, ହିଙ୍ଗୁଳ,ଶଙ୍ଖ, କସ୍ତୁରୀ, ହରିତାଳ ଏବଂ ତେଲର ସମ୍ମିଶ୍ରଣରେ ଏକ ଲେପନ ପ୍ରସ୍ତୁତ କରାଯିବ ।

ସମ୍ବନ୍ଧିତ ଖବର

ସରିଲା ମୋଦିଙ୍କୁ ମିଳିଥିବା ଉପହାରର ଇ-ନିଲାମୀ

Ratnamani Maharana

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

Ratnamani Maharana

‘‌ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା’ପାଇଁ ସଜେଇ ହେଉଛି ରାଜଧାନୀ

Ratnamani Maharana

କନ୍ଧମାଳରୁ ଲୋପ ପାଇଯିବ ବାଦୁଡ଼ି ବଂଶ !

Ratnamani Maharana

ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

Ratnamani Maharana

ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

Ratnamani Maharana