EnewsOdia.Com

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

ଭୁବନେଶ୍ବର ପାନ୍ଥନିବାସରେ ବନ୍ଧୁ ମିଳନ

କଂଗ୍ରେସରେ ନିରଞ୍ଜନ ହଟାଅ ମେଳି । ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଦଳରେ ବହୁ ନେତା ନିରଞ୍ଜନଙ୍କ ଉପରେ ଖୁବ୍ଧ । ଖୋଦ୍ ନିରଞ୍ଜନଙ୍କ କ୍ୟାମ୍ପର ଲୋକ ନିରଞ୍ଜନଙ୍କୁ ହଟାଇବାକୁ ହିଁ ଏକାଠି ହୋଇଛନ୍ତି । ସାଧାରଣ ନିର୍ବାଚନରେ କଂଗ୍ରେସ ଓଡ଼ିଶା ରାଜନୀତି ଇତିହାସରେ ସବୁଠୁ କମ୍ ସିଟ୍ ପାଇଲା । ଏହା ପରେ ହୋଇଥିବା ଦୁଇଟି ଉପନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ହେବା ପରେ ନିରଞ୍ଜନଙ୍କ ଖାସ୍ ଲୋକ ବି ଏବେ ତାଙ୍କ ହାତ ଛାଡିବା ପାଇଁ ସଜବାଜ ହେଉଛନ୍ତି ।

ଏନେଇ ଭୁବନେଶ୍ବର ପାନ୍ଥ ନିବାସରେ ବନ୍ଧୁ ମିଳନର କାର୍ଯ୍ୟକ୍ରମ ଚାଲିଛି । ଯେଉଁଥିରେ ମୁରଲୀଧର ଜେନା, ଅବଦୁଲ ବାରିକ, କୁମାର ଚିରଞ୍ଜିବ, ସନତ ଦାଶ, ଅଶୋକ ସାମଲ, ସଞ୍ଜୟ ହାସ, ତ୍ରିଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇଛନ୍ତି । ଯେଉଁଠି ନେତାମାନେ ବିଚାର ବିମର୍ଷ କରୁଛନ୍ତି କେବେ ନିରଞ୍ଜନଙ୍କ ବିରୋଧରେ ଦିଲ୍ଲୀ ଯାଇ ସୋନିଆଙ୍କ ପାଖରେ ଫେରାଦ ହେବେ ।

ପଢନ୍ତୁ: ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

ସମ୍ବନ୍ଧିତ ଖବର

ଗାନ୍ଧି ପରିବାରକୁ ଆଉ ମିଳିବନି SPG ସୁରକ୍ଷା

Ratnamani Maharana

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana

ପରବର୍ତ୍ତୀ ଦଲାଇ ଲାମା ଚୟନ ନେଇ ଚୀନର ଦାବି

Ratnamani Maharana

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana