EnewsOdia.Com

ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

ପ୍ରଦୂଷଣର ଭୟ ଭିତରେ ଆଜି ଏଠାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଘରୋଇ ଭାରତୀୟ ଦଳକୁ ନିଜ ମାଟିରେ ମାତ୍‌ ଦେଇଛି ପଡ଼ୋଶୀ ବାଂଲାଦେଶ । ବାଂଲାଦେଶ ଦଳ ରୋହିତ ଶର୍ମାଙ୍କ ଟିମ୍‌କୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି । ଫଳରେ ଭ୍ରମଣକାରୀ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍‌ରେ ୧୪୮ ରନ୍‌ କରିଥିଲା । ଜବାବରେ ବାଂଲାଦେଶ ୩ ଓ୍ଵିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ପ୍ରଥମ ଓ୍ଵିକେଟ୍‌ ମାତ୍ର ୮ ରନ୍‌ରେ ପଡ଼ି ଯାଇଥିଲେ ମଧ୍ୟ ଆରମ୍ଭରୁ ବାଂଲା ଖେଳାଳିମାନେ ଭଲ ଲଢ଼େଇ କରିଥିଲେ । ମହମ୍ମଦ ନଇମ ବଢ଼ିଆ ବ୍ୟାଟିଂ କରି ୨୬ ରନ୍‌ରେ ଆଉଟ୍‌ ହୋଇଥିଲେ ।

ପଢନ୍ତୁ: ଓଡ଼ିଆ କ୍ରିକେଟର୍ ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇ ଦୁଇ ବର୍ଷ ପାଇଁ ବାସନ୍ଦ

ସମ୍ବନ୍ଧିତ ଖବର

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

Ratnamani Maharana

ଦିବା-ରାତ୍ର ଟେଷ୍ଟ୍‌ରେ ଧୋନି ହେବେ ଅତିଥି ଭାଷ୍ୟକାର

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

Ratnamani Maharana

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana

ଜୈବିକ ଚାଷ କରୁଛନ୍ତି ଧୋନି

Ratnamani Maharana