EnewsOdia.Com

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଦାଢ଼ି ରଖିବା ସାଧାରଣ କଥା | କିନ୍ତୁ ଆଜିକାଲି ବାଂଲାଦେଶରେ ମୁସଲିମମାନଙ୍କ ପାଇଁ ଗେରୁଆ ଦାଢ଼ି ରଖିବା ଏକ ପ୍ରକାର ଫେସନ ପାଲଟିଗଲାଣି | ଏହା ସହ ବିଜେପି ବା ଆରଏସଏସ ସହ କୌଣସି ସମ୍ପୃକ୍ତି ନଥିଲେ ବି ଏହି ଗେରୁଆ ରଙ୍ଗ ପଛରେ ମେହେନ୍ଦିର ଚମତ୍କାରିତା ରହିଛି | ମେହେନ୍ଦିକୁ ଏବେ ବାଂଲାଦେଶର ବରିଷ୍ଠ ନାଗରିକମାନେ ବ୍ୟବହାର କରୁଥିବାବେଳେ ନିଜର ଧଳା ଦାଢିକୁ ଲୁଚାଇବାର ଚେଷ୍ଟା କରୁଛନ୍ତି |

ତେବେ ବଡ କଥା ଯେ ମେହେନ୍ଦି କଳା କେଶ ଉପରେ ସେତେଟା ପ୍ରଭାବ ପକାଉନଥିବାବେଳେ ଧଳା କେଶ ଉପରେ ଭଲ ପ୍ରଭାବ ପଡିଥାଏ | ସେଥିପାଇଁ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଏହାକୁ ବ୍ୟବହାର କରୁଛନ୍ତି | ସେଥିପାଇଁ ବାଂଲାଦେଶରେ ଗେରୁଆ ରଙ୍ଗର ଦାଢ଼ି ଏବେ ଫେସନ ପାଲଟିଯାଇଛି |

ବାଂଲାଦେଶରେ ପାଖାପାଖି ୧୭ କୋଟି ଲୋକ ରହୁଥିବାବେଳେ ଅଧିକ ସଂଖ୍ୟକ ମୁସଲମାନ ରହିଥାନ୍ତି | ଏବେ ଦାଢ଼ି ସହ ନିଶରେ ମଧ୍ୟ ଗେରୁଆ ରଙ୍ଗ ବ୍ୟବହାର ବଢିଚାଲିଛି | କିଛିଙ୍କୁ କହିବା କଥା ଯେ ଯେଉଁମାନେ ପେଗମ୍ବର ମହମ୍ମଦଙ୍କ ଅନୁସରଣ କରିଥାନ୍ତି, ଯିଏ କି ୧୪୦୦ ବର୍ଷ ତଳେ ଦାଢ଼ି ରଖୁଥିଲେ | କୁହାଯାଏ ଯେ ପେଗମ୍ବର ମହମ୍ମଦ ମଧ୍ୟ ନିଜ ଦାଢିକୁ ରଙ୍ଗ କରୁଥିଲେ | ଯେଉଁଥିପାଇଁ ଏବେ ରଙ୍ଗୀନ ଦାଢ଼ିର ମାନିଆ ବଢ଼ିବାରେ ଲାଗିଛି |

ପଢନ୍ତୁ: ଚନ୍ଦ୍ରରେ କଳଙ୍କ କାହିଁକି! ପ୍ରଶ୍ନର ଉତ୍ତର ଦେଲା ନାସା

 

ସମ୍ବନ୍ଧିତ ଖବର

ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

Ratnamani Maharana

ରାଜ୍ୟର ସମସ୍ତ ଆମ୍ବୁଲାନ୍ସ ଗୋଟିଏ କଣ୍ଟ୍ରୋଲ ରୁମରୁ ହେବେ ପରିଚାଳିତ

Ratnamani Maharana

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

ଏବେ ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରି

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana