ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍, ଜଲଦି ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ

ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍

ଆଗାମୀ ଏପ୍ରିଲ ୨୮ରୁ ୩୦ ତାରିଖ ଯାଏଁ ଲଗାତାର ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିବା ଦ୍ୱାରା ପୁଣିଥରେ ନଗଦ ଟଙ୍କାର ସମସ୍ୟା ଦେଖା ଦେଇପାରେ। ଏପ୍ରିଲ ୨୮ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ। ସେହିଭଳି ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ଛୁଟି ଓ ୩୦ ତାରିଖରେ ବୁଦ୍ଧ ପୁର୍ଣ୍ଣିମା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।ତେଣୁ ଏହି ଛୁଟିକୁ ଧ୍ୟାନରେ ରଖି ଏପ୍ରିଲ ୨୭ ପର୍ୟ୍ୟନ୍ତ ଏଟିଏମରେ କ୍ୟାସ୍ ଯୋଗାଇ ଦିଆଯିବ। ତେଣୁ ଆପଣଙ୍କର ଯାହା ବି ବ୍ୟାଙ୍କ କାମ ରହିଛି ତାହା ୨୭ ତାରିଖ ମଧ୍ୟରେ ସାରି ଦିଅନ୍ତୁ। ନଚେତ୍ ହଇରାଣରେ ପଡି ପାରନ୍ତି।

ଏମିତିରେ ପୁଣି ଥରେ ଲୋକଙ୍କୁ ନଗଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଗତ ଦିନରେ ପ୍ରାୟ ୮ ରାଜ୍ୟ ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ଗୁଜରାତ, ବିହାର, ତେଲେଙ୍ଗାନା, ଝାରଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରେ ନଗଦ ସଂକଟ ରହିଥିଲା। ଏଟିଏମରେ କ୍ୟାସ୍ ନଥିବାରୁ ନୋଟବନ୍ଦୀ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା।

ପଢନ୍ତୁ; ଆସନ୍ତୁ ଜାଣିବା ମନ୍ଦିରରେ ଘଣ୍ଟି ବଜାଇବାର ମହତ୍ଵ ସମ୍ପର୍କରେ!

ତେଣୁ ଏହି ଛୁଟିକୁ ଧ୍ୟାନରେ ରଖି ଏପ୍ରିଲ ୨୭ ପର୍ୟ୍ୟନ୍ତ ଏଟିଏମରେ କ୍ୟାସ୍ ଯୋଗାଇ ଦିଆଯିବ - 9

90%

ଏମିତିରେ ପୁଣି ଥରେ ଲୋକଙ୍କୁ ନଗଦ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ - 8.7

87%
8.9/10

Very Good!

ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ବ୍ୟାଙ୍କ୍, ଜଲଦି ଶେଷ କରିଦିଅନ୍ତୁ ବ୍ୟାଙ୍କର ସମସ୍ତ କାମ

ଆଗାମୀ ଏପ୍ରିଲ ୨୮ରୁ ୩୦ ତାରିଖ ଯାଏଁ ଲଗାତାର ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିବା ଦ୍ୱାରା ପୁଣିଥରେ ନଗଦ ଟଙ୍କାର ସମସ୍ୟା ଦେଖା ଦେଇପାରେ। ଏପ୍ରିଲ ୨୮ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ । ସେହିଭଳି ୨୯ ତାରିଖ ରବିବାର ପାଇଁ ବ୍ୟାଙ୍କ ଛୁଟି ଓ ୩୦ ତାରିଖରେ ବୁଦ୍ଧ ପୁର୍ଣ୍ଣିମା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।

No Votes Yet

You're not rated yet