EnewsOdia.Com

ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

ଜାନୁଆରୀ ୩୧ ଏବଂ ଫେବୃଆରୀ ୧ ରେ ବନ୍ଦ ରହିବ ଦେଶର ସମସ୍ତ ବ୍ୟାଙ୍କ। ବ୍ୟାଙ୍କ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି ଦାବିରେ ଏହି ଦୁଇ ଦିନ ଧର୍ମଘଟ କରିବ ବ୍ୟାଙ୍କ କର୍ମଚାରୀ ୟୁନିୟନ । ବ୍ୟାଙ୍କ କର୍ମଚାରୀ ୟୁନିୟନ ଧର୍ମଘଟରେ ବସିବା ଫଳରେ ଜାନୁଆରୀ ୩୧ ଏବଂ ଫେବୃଆରୀ ୧ରେ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ସୂଚନାଯୋଗ୍ୟ ଆସନ୍ତା ଜାନୁଆରୀ ୩୧ ରେ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ ଏବଂ ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ସଂସଦର ବଜେଟ ଅଧିବେଶନ ସମୟରେ ହିଁ ନିଜର ଦାବି ପୂରଣ କରିବା ପାଇଁ ବ୍ୟାଙ୍କ ୟୁନିୟନଧର୍ମଘଟର ଆଶ୍ରୟ ନେବ ବୋଲି ଘୋଷଣା କରିଛି। ଯଦି ସେମାନଙ୍କ ଦାବି ମାର୍ଚ୍ଚ ମାସ ସୁଦ୍ଧା ପୂରଣ କରାଯିବନି ତେବେ ଏପ୍ରିଲ ୧ ତାରିଖରୁ ବ୍ୟାଙ୍କ କର୍ମଚାରୀମାନେ ଅନିଶ୍ଚିତ କାଳ ପାଇଁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି।

ପଢନ୍ତୁ: ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

ସମ୍ବନ୍ଧିତ ଖବର

ନାବାଳକକୁ ଗାଡି ଚାଳନା ପଡିଲା ମହଙ୍ଗା

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ୍ ବର୍ଷା

Ratnamani Maharana

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

Ratnamani Maharana