News

୨୬ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ,ସାମିଲ ହେବେ ଦେଶର ୧୦ଲକ୍ଷ କର୍ମଚାରୀ

bank

ଡିସେମ୍ବର ୨୬ରେ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ ବ୍ୟାଙ୍କର ପାଖାପାଖି ୧୦ ଲକ୍ଷ କର୍ମଚାରୀ ଦିନିକିଆ ଧର୍ମଘଟକୁ ଓହ୍ଲାଇବେ। ବିଜୟା ବ୍ୟାଙ୍କ,ଡେନା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ରେ ପ୍ରସ୍ତାବିତ ସମ୍ମିଶ୍ରଣକୁ ବିରୋଧ କରି ସେମାନେ ଏହି ଧର୍ମଘଟ ଡାକରା ଦେଇଛନ୍ତି।

bank

ମାତ୍ର ଲଗାତର ଭାବେ ବ୍ୟାଙ୍କ ବନ୍ଦ ରହୁଥିବାରୁ ବ୍ୟାଙ୍କିଙ୍ଗ ସେବା ଏବଂ ଏଟିଏମ୍‌ରେ ନଗଦ ସମସ୍ୟା ଉପୁଜିପାରେ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଅପରପକ୍ଷରେ ବ୍ୟାଙ୍କ ମିଶ୍ରଣକୁ ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ(ୟୁଏଫ୍‌ବିୟୁ) ପକ୍ଷରୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ୯ଟି ବ୍ୟାଙ୍କ ସଂଘର କର୍ମଚାରୀମାନେ ଏଥିରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ ସୂଚନା ରହିଛି।

ପଢନ୍ତୁ; ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

Related posts

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ENO Beuro

ଜାମ୍ମୁ କାଶ୍ମୀରରେ ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ENO Beuro

ରାଜ୍ୟ ସଭାରେ ମିଳିଲା ସାନ୍ତାଳୀ ଭାଷାକୁ ମାନ୍ୟତା

ENO Beuro

Leave a Comment