Loading...

ଆଜିଠୁ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ଖୋଲିଲା ସମସ୍ତ ବ୍ଯାଙ୍କ

ଆଜିଠୁ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ଖୋଲିଲା ସମସ୍ତ ବ୍ଯାଙ୍କ

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ ।

ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଖୁସି ଖବର ଆସିଛି । ଏବେ ବ୍ୟାଙ୍କ ଗ୍ରାହକମାନେ ନିଜର ବ୍ୟାଙ୍କ କାମ ତୁଟାଇବାକୁ ଆହୁରି ଅଧିକ ୧ ଘଂଟା ସମୟ ପାଇବେ । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ଗାଇଡ ଲାଇନ ମୁତାବକ ଏପ୍ରିଲ ୧୮ ତାରିଖ ଅର୍ଥାତ ଆଜିଠୁ ଠାରୁ ଦେଶର ସମସ୍ତ ବ୍ୟାଙ୍କ ଖୋଲିବାର ସମୟ ବଦଳିଯିବ । ଏବେ ଦେଶର ସମସ୍ତ ବ୍ୟାଙ୍କ ସକାଳ ୧୦ ଟା ପରିବର୍ତ୍ତେ ସକାଳ ୯ ଟାରୁ ପ୍ରତ୍ୟେକ ଶାଖା ଖୋଲିବେ । ହେଲେ ବ୍ୟାଙ୍କ ବନ୍ଦ ହେବା ସମୟର କୌଣସି ପରିବର୍ତ୍ତନ ହୋଇ ନାହିଁ ।କହିରଖୁ କି କରୋନା ମହାମାରୀ କାରଣରୁ ବ୍ୟାଙ୍କର ଦୈନିକ ସେବା ଅବଧି କମ କରାଯାଇଥିଲା । ହେଲେ ଏବେ ପରିସ୍ଥିତି ସ୍ୱଭାବିକ ହେବା ପରେ ପୁଣିଥରେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛନ୍ତି ।


 
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.