26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

ମାର୍ଚ୍ଚ ୧୬ ରୁ ବନ୍ଦ ହୋଇଯିବ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ଏହି ସେବା

ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା । ଏସବିଆଇ ସମେତ ସମସ୍ତ ବ୍ୟାଙ୍କ ପକ୍ଷରୁ ମାର୍ଚ୍ଚ ୧୬ ପରଠାରୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର କିଛି ସର୍ଭିସକୁ ବ୍ଲକ କରାଯାଇପାରେ । ଯଦି ଆପଣମାନେ ଆଜି ପର୍ଯ୍ୟନ୍ତ ଆପଣଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦ୍ୱାରା କୌଣସି କଣ୍ଟାକ୍ଟଲେସ୍ ବା ଅନଲାଇନ୍ ଟ୍ରାଞ୍ଜାକ୍ସନ କରି ନାହାନ୍ତି, ତେବେ ବିଳମ୍ବ ନକରି ଏହି ଟ୍ରାଞ୍ଜାକ୍ସନକୁ ଆଜି ହିଁ କରି ନିଅନ୍ତୁ । ଅନଲାଇନ୍ ଟ୍ରାଞ୍ଜାକ୍ସନ କରିବାର ଆଜି ଶେଷ ତାରିଖ ।

ଯଦି ଆପଣ ଆଜି ନକରୁଛନ୍ତି, ତେବେ ଆସନ୍ତାକାଲି ଠାରୁ ଆପଣଙ୍କ ଡେବିଟ ଏବଂ କ୍ରେଡିଟ୍ କାର୍ଡର ଅନଲାଇନ୍ ଏବଂ କଣ୍ଟାକ୍ଟଲେସ୍ ସର୍ଭିସ ବନ୍ଦ କରିଦିଆଯିବ । ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରୁ ମିଳୁଥିବା ଅନଲାଇନ୍ ସର୍ଭିସ୍ ମାର୍ଚ୍ଚ ୧୬ ରୁ ବନ୍ଦ କରି ଦିଆଯିବ । ଏହି ସେବାକୁ ଯଦି ଆପଣ ଜାରି ରଖିବାକୁ ଚାହୁଁଛନ୍ତି ତେବେ ନିହାତି ଭାବେ ଆଜି ଅନଲାଇନ୍ ଟ୍ରାଞ୍ଜାକ୍ସନ କରି ନିଅନ୍ତୁ ।

ପଢନ୍ତୁ: କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

Related posts

ଆଜି ଶପଥ ଗ୍ରହଣ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି

Ratnamani Maharana

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

Ratnamani Maharana

ସୀତାରାମ ମୁର୍ମୁଙ୍କ ଶରୀର ମିଳିନାହିଁ ବୋଲି କହିଲେ ସ୍ୱତନ୍ତ୍ର ରିଲିଫ୍ କମିସନର୍

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More