Loading...

ଏଣିକି ପ୍ରତ୍ୟକ ଶନିବାର ସରକାରୀ ଛୁଟି ପାଇବେ ବ୍ଯାଙ୍କ କର୍ମଚାରୀ

ଏଣିକି ପ୍ରତ୍ୟକ ଶନିବାର ସରକାରୀ ଛୁଟି ପାଇବେ ବ୍ଯାଙ୍କ କର୍ମଚାରୀ

ଏଣିକି ପ୍ରତ୍ୟକ ଶନିବାର ସରକାରୀ ଛୁଟି ପାଇବେ ବ୍ଯାଙ୍କ କର୍ମଚାରୀ । ସପ୍ତାହକୁ ୫ ଦିନିଆ କାର୍ଯ୍ୟ ସପ୍ତାହ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର।

ଏଣିକି ପ୍ରତ୍ୟକ ଶନିବାର ସରକାରୀ ଛୁଟି ପାଇବେ ବ୍ଯାଙ୍କ କର୍ମଚାରୀ । ସପ୍ତାହକୁ ୫ ଦିନିଆ କାର୍ଯ୍ୟ ସପ୍ତାହ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛି ଭାରତର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର। ଅର୍ଥ ମନ୍ତ୍ରାଳୟର ପ୍ରତିକ୍ରିୟାରେ ଏହି ପ୍ରସ୍ତାବ ଗ୍ରହଣ କରାଯାଇଛି କି ନାହିଁ କିମ୍ବା ନିକଟ ଭବିଷ୍ୟତରେ ଏହା ଉପରେ ବିଚାର କରାଯାଇପାରେ କି ନାହିଁ ତାହା ସ୍ପଷ୍ଟ କରା ଯାଇନାହିଁ। ଯଦି ଅନୁମୋଦନ ମିଳେ, ତେବେ ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ କରାଯାଇ ସମ୍ଭବତଃ କାର୍ଯ୍ୟଦିବସରେ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ସମୟକୁ ବୃଦ୍ଧି କରାଯାଇପାରେ ବୋଲି ଜଣାପଡିଛି।

ସୂଚନାନୁସାରେ, ୨୦୧୫ ମସିହାରୁ ଭାରତରେ ବ୍ୟାଙ୍କଗୁଡ଼ିକ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ  ଚତୁର୍ଥ ଶନିବାର ଦିନ ସରକାରୀ ଛୁଟି ନେଇ ଆସୁଛନ୍ତି। ବିଶେଷ କରି ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୫ ଦିନିଆ କାର୍ଯ୍ୟ ସପ୍ତାହ ପାଇଁ ଦାବି ହୋଇଆସୁଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.