SPORTS

ଆଜିର ରଣଜୀ ଟ୍ରଫି ର ଷଷ୍ଠ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଓଡ଼ିଶା ଓ ବରୋଦା

ରଣଜୀ ଟ୍ରଫି ଗ୍ରୁପ୍‌ ସି’ର ଷଷ୍ଠ ପର୍ଯ୍ୟାୟରେ ଆଜି ଭଦୋଦରାର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଓଡ଼ିଶା ଓ ବରୋଦା ଦଳ ଖେଳାଳି ।ବରୋଦା ଅତିରିକ୍ତ ବୋଲରଙ୍କୁ ନେଇ ଖେଳିବା ଯୋଜନାରେ ଥିବାବେଳେ ଓଡ଼ିଶା ଦଳରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ମିଳିଛି।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ବସନ୍ତ ମହାନ୍ତି, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ସୌରଭ ରାଓ୍ଵତ, ଶୁଭ୍ରାଂଶୁ ସେନାପତି, ବିପ୍ଲବ ସାମନ୍ତରାୟ, ରଂଜିତ ସିଂହ, ଧୀରାଜ ସିଂହ, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଦୀପକ ବେହେରା, ଶୁଭମ୍‌ ନାୟକ।

ବରୋଦା ଦଳ: ଦୀପକ ହୁଦା (ଅଧିନାୟକ), କେଦାର ଦେଓଧର, ସ୍ୱପ୍ନିଲ ସିଂହ, ଆଦିତ୍ୟ ଓ୍ଵାଘମୋଡ, ବିଷ୍ଣୁ ସୋଲାଙ୍କି, ନୁର୍‌ ଅହମ୍ମଦ ପଠାନ୍‌, ଅତିତ୍‌ ସେଠ୍‌, ମିତେଶ ପଟେଲ, ଲୁକମନ୍‌ ମେରିଓ୍ଵାଲା, କାର୍ତ୍ତିକ କକାଡେ, ଧ୍ରୁବ ପଟେଲ, ନିନଦ ରଥଓ୍ଵା, ଅଭିଜିତ୍‌ କରମ୍ବେଲକର, ବିଜୟ ହଲାଇ, ଅକ୍ଷୟ ବ୍ରହ୍ମଭଟ୍ଟ।

ଆଜିର ରଣଜୀ ଟ୍ରଫି ର ଷଷ୍ଠ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଓଡ଼ିଶା ଓ ବରୋଦା

ପଢନ୍ତୁ, ବିଶ୍ୱ ହକି ଲିଗ୍‌ ଫାଇନାଲ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଲେ ତିନିଜଣ ଓଡିଆ

Related posts

ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି

ENO Beuro

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର!

ENO Beuro

ଦୁବାଇରେ ସାମିଙ୍କୁ ଭେଟିଥିଲି : ପାକ ମଡେଲ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More