ନୂଆ ରୂପରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ

‘ନିମକି’ର କାହାଣୀ ଓ ବର୍ଷାଙ୍କ ଚରିତ୍ର ଟି ସଂପୂର୍ଣ୍ଣ ଭିନ୍ନ

ଓଲିଉଡ ଜଗତରେ କୁଇନ ବର୍ଷା ପ୍ରିୟଦର୍ଶିନୀ । ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ବର୍ଷା ଏକ ନୂଆ ଫିଲ୍ମ ରେ ଆସୁଛନ୍ତି । ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା ‘ନିମ୍‌କି’। ଏଥିରେ ତାଙ୍କୁ ଦେଖିବାକୁ ପାଇବେ ଭିନ୍ନ ଏକ ଅବତାରରେ । ଶୁଣାଯାଉଛି ଏକ ଦମଦାର ଚରିତ୍ରରେ ଏଥିରେ ବର୍ଷା ନଜର ଆସିବେ।

ଏହି ସିନେମାଟି ଏକ ନାରୀ କୈନ୍ଦ୍ରିକ କାହାଣୀ ଉପରେ ଆଧାରିତ ବୋଲି ଜଣାଯାଇଛି। ଆଗରୁ ବର୍ଷା ମଧ୍ୟ ଅନେକ ମହିଳା ପ୍ରଧାନ ଫିଲ୍ମରେ କାମ କରିଛନ୍ତି। ହେଲେ ‘ନିମକି’ର କାହାଣୀ ଓ ବର୍ଷାଙ୍କ ଚରିତ୍ର ଟି ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି।

ବର୍ଷା ଓଲିଉଡ୍‌ରେ ପ୍ରଥମେ ଶିଶୁ କଳାକାର ଭାବେ ଏଷ୍ଟ୍ରି ନେଇଥିିଲେ। ପରେ ସେ ନାୟିକା ବନିଥିଲେ। ବର୍ଷାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଏ ଯୁଗର କୃଷ୍ଣ ସୁଦାମା’।

ପଢନ୍ତୁ ;

ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

 ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା ‘ନିମ୍‌କି’ - 90%

90%

ହେଲେ ‘ନିମକି’ର କାହାଣୀ ଓ ବର୍ଷାଙ୍କ ଚରିତ୍ର ଟି ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି - 93%

93%
91.5%

Excellent!

ନୂଆ ରୂପରେ ଆସୁଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଓଲିଯୁଡ଼ ଜଗତରେ କୁଇନ ବର୍ଷା ପ୍ରିୟଦର୍ଶିନୀ । ଏବେ ବର୍ଷା ପ୍ରିୟଦର୍ଶିନୀଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ବର୍ଷା ଏକ ନୂଆ ଫିଲ୍ମ ରେ ଆସୁଛନ୍ତି । ଏହି ଓଡ଼ିଆ ଫିଲ୍ମର ଟାଇଟଲ ହେଲା ‘ନିମ୍‌କି’। ଏଥିରେ ତାଙ୍କୁ ଦେଖିବାକୁ ପାଇବେ ଭିନ୍ନ ଏକ ଅବତାରରେ । ଶୁଣାଯାଉଛି ଏକ ଦମଦାର ଚରିତ୍ରରେ ଏଥିରେ ବର୍ଷା ନଜର ଆସିବେ ।

No Votes Yet

You're not rated yet