SPORTS

ମେ ୩୦ରୁ ଆରମ୍ଭ ହେବ ବିଶ୍ଵକପ: ଭାରତୀୟ କ୍ରିକେଟ ଟିମ ସଦସ୍ୟଙ୍କ ନାମ ଘୋଷିତ କଲା ବିସିସିଆଇ

ମେ’ ୩୦ରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ଵକପ । ଗତକାଲୀ ବହୁ ପ୍ରତିଖିତ ଭାରତୀୟ ଦଳର ସଦସ୍ୟଙ୍କ ତାଲିକା ନାମ ଘୋଷଣା  ହୋଇଯାଇଛି। ଆଜି ମୁମ୍ବାଇରେ କ୍ରିକେଟ ମହାସମର ପାଇଁ ୧୫ ଜଣିଆ ଭାରତୀୟ ଟିମ  ଘୋଷଣା ହୋଇଛି | ଅଖିଳ ଭାରତୀୟ ସିନିୟର ଚୟନ ସମିତି ଏହି ଟିମ ଘୋଷଣା କରିଛନ୍ତି |

ଟିମରେ ଅଛନ୍ତି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, କେଏଲ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦିକ ପାଣ୍ଡ୍ୟା, ମୋ.ସାମୀ, ରବୀନ୍ଦ୍ର ଜାଡେଜା |ବିଶ୍ୱକପ ୨୦୧୯ ଇଂଲଣ୍ଡ ଏବଂ ୱେଲସରେ ଖେଳାଯିବ | ବିଶ୍ୱକପ ମ୍ୟାଚ ମେ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ | ବିସିସିଆଇ  ନିଜ ଟ୍ୱିଟର ପେଜରେ ଖେଳାଳୀଙ୍କ ନାଁ ଜାରି କରିଛନ୍ତି ଯେଉଁମାନଙ୍କ ନାଁ ଘୋଷଣା ହୋଇଛି |

ପଢନ୍ତୁ: ୩୯ ରନରେ ରୋମାଞ୍ଚକ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ

Related posts

ବିସିସିଆଇର ନୂତନ ନିୟମ : ଧୋନୀଙ୍କୁ ଝଟକା

ENO Beuro

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

ENO Beuro

ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଶତକ: ମିଳିଲା ବେଷ୍ଟ ରେକର୍ଡ ଓପନିଂ ପାର୍ଟନରଶିପର ଟ୍ୟାଗ

Ratnamani Moharana

Leave a Comment