LIFESTYLE

ଦୈାଡ଼ିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ,ନଚେତ ଶରୀର ଉପରେ ପଡିପାରେ ନକରାତ୍ମକ ପ୍ରଭାବ

By Krishna Kumar Manoj

February 07, 2018

ପ୍ରତିଦିନ କିଛି ସମୟ ଦୈାଡ଼ିବାକୁ ଖୁବ୍ ଭଲ ବ୍ୟାୟାମ ଭାବେ ଗ୍ରହଣ କରାଯାଏ । ଏହା ଦ୍ୱାରା ହୃଦରୋଗ ,ମଧୁମେହ , ରକ୍ତଚାପର ଆଶଙ୍କା କମ୍ ହୋଇଥାଏ । ତେବେ ଦୈାଡ଼ିବା ପୂର୍ବରୁ ଯଦି ସାବଧାନତା ଅବଲମ୍ବନ ନକରନ୍ତି ତାହେଲେ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ।

ଆସନ୍ତୁ ଜାଣିବା ଦୈାଡ଼ିବା ପୂର୍ବରୁ କେଉଁ ଦିଗପ୍ରତି ସାବଧାନ ଅବଲମ୍ବନ କରିବାକୁ ପଡିଥାଏ –

ପଢନ୍ତୁ;

ଷ୍ଟୋନ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ କଲରା ! ଆସନ୍ତୁ ଜାଣିବା ଏଥିରେ ରହିଥିବା କେତେକ ଔଷଧିୟ ଗୁଣ ସମ୍ବନ୍ଧରେ