LIFESTYLE

କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନାର ରହିଛି ଗୁରୁତ୍ଵପୂର୍ଣ ଭୂମିକା ! ଜାଣନ୍ତୁ କଣ ?

ସାବୁଦାନାରେ ପ୍ରୋଟିନ କ୍ୟାଲସିୟମ୍ ଏବଂ ଆଇରନ୍ ଭରପୂର ପରିମାଣର ଥାଏ ।ଏହା ଶରୀର ପାଇଁ ବେଶ ଲାଭଦାୟକ ଅଟେ। କେବଳ ଶରୀର ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନା ଖୁବ୍ ଲାଭଦାୟକ। ଏହାର ନିୟମିତ ବ୍ୟବହାର ଚେହେରାର ଥିବା ଅନେକ ସମସ୍ୟା  ଦୂର କରିବା ସହ ଚମକ ଆଣିଥାଏ।

ଆସନ୍ତୁ ଜାଣିବା ସାବୁଦାନାକୁ ଚେହେରାରେ କିପରି ବ୍ୟବହାର କରିବା-

  • ସାବୁଦାନା ଗୁଣ୍ଡରେ ମହୁ ବା ଲେମ୍ବୁ ମିଶାଇ ଏହି ପେଷ୍ଟକୁ ଲଗାଇଲେ ମୁହଁରେ ଥିବା  କଳା ଦାଗ ସବୁଦିନ ପାଇଁ ଦୂର ହୋଇଥାଏ ।
  • ସାବୁଦାନା ଗୁଣ୍ଡରେ କିଛି ଚାଉଳ ଗୁଣ୍ଡ କିମ୍ବା ଅଟା ମିଶାଇ ମୁହଁରେ ଲଗାଇଲେ କୁଞ୍ଚନରେଖାରୁ ମୁକ୍ତି ମିଳିଥାଏ।
  • ଅଳ୍ପ କିଛି  ସାବୁଦାନା ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରନ୍ତୁ । ଏହାକୁ କ୍ଷୀରରେ ମିଶାଇ ଏକ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ । ନିୟମିତ ଏପରି କଲେ ତ୍ୱଚାରେ ଉଜ୍ଜଳତା ଆସିଥାଏ।
  • ସାବୁଦାନା ଗୁଣ୍ଡରେ ହଳଦୀ ଏବଂ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳିଥାଏ।
  •  ଅଲିଭ୍ ଅଏଲ୍ ସହ  ସାବୁଦାନା ମିଶାଇ କେଶରେ ଲଗାନ୍ତୁ । ଏହାଦ୍ଵାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ।

ପଢନ୍ତୁ;

ପିଏନ୍‌ବି ମହାଠକେଇ ମାମଲା : ନିରବ ମୋଦୀଙ୍କ ଠାରୁ ୯ଟି ଦାମୀ କାର୍‌ ଜବତ

Related posts

କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ

ENO Beuro

ପପକର୍ଣ୍ଣ ଖାଇବା ଦ୍ୱାରା କଣ କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଜାଣନ୍ତୁ A ଅକ୍ଷରର ବ୍ୟକ୍ତିଙ୍କ ବିଷୟରେ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More