• Home
  • LIFESTYLE
  • ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ
LIFESTYLE

ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ

କେଉଁ ବ୍ୟକ୍ତି ଚାହେଁ ନାହିଁ ସୁନ୍ଦର ସୁଢୋଳ ଓ ଆକର୍ଷଣୀୟ ସ୍ୱାସ୍ଥ୍ୟ, ଚିର ଯୌବନ ବା କିଏ ନ ଚାହେଁ । କିନ୍ତୁ ଏହା କିପରି ସମ୍ଭବ ତାହା ଜାଣିବା ସମସ୍ତ ଙ୍କ ପକ୍ଷେ ସମ୍ଭବ ହୁଏନାହିଁ । ଆସନ୍ତୁ ଜାଣିବା , କିପରି ବୟସର ଛାପ କୁ ରୋକିବା , ପେଟ ସଫା ରଖିବା ଏବଂ ଚିର ଯୌବନ କୁ ଅନୁଭବ କରିପାରିବା :-

ଏସବୁ ପାଇଁ ଆପଣ ଙ୍କୁ କୌଣସି ତ୍ୟାଗ କିମ୍ବା କଠିନ ପରିଶ୍ରମ କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ଆପଣଙ୍କୁ  ପ୍ରତ୍ୟେକ ଦିନ ସକାଳେ କେବଳ ନିମ୍ନଲିଖିତ ମିଶ୍ରଣ କୁ ଖାଲି ପେଟରେ ସେବନ କରିବାକୁ ପଡିବ,

ପ୍ରସ୍ତୁତି :

ଗୋଟିଏ ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ମହୁ କୁ ଭଲ ଭାବରେ ମିଶେଇ ସକାଳୁ ଖାଲି ପେଟରେ ସେବନ କରନ୍ତୁ ଏବଂ କିଛି ସପ୍ତାହ ମଧ୍ୟ ରେ ପରିଣାମ ଆପଣ ନିଜେ ଅନୁଭବ କରନ୍ତୁ ।

ଏହାର କାରଣ ମଧ୍ୟ ଯୁକ୍ତିଯୁକ୍ତ ଅଟେ , ସକାଳୁ ସକାଳୁ ଆମ ପେଟ ରେ ଶରୀର ବୃଦ୍ଧିକାରୀ ଓ ଶକ୍ତି ଦାୟକ ରାସାୟନିକ ପ୍ରକ୍ରିୟା କମ ବେଗରେ ଚାଲେ । ଲେମ୍ବୁ ଓ ମହୁ ର ମିଶ୍ରଣ ଶରୀର ରୁ ଅତ୍ୟଧିକ ଚର୍ବି ମାତ୍ରକୁ  ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ସକାଳୁ ସକାଳୁ ଏହି ମିଶ୍ରଣ ର ସେବନ ଦ୍ଵାରା ଶୀଘ୍ର ପରିଣାମ ଦେଖାଯାଇଥାଏ । ଆଉ ମଧ୍ୟ ଏହି ମିଶ୍ରଣ ସେବନ ଫଳରେ ତ୍ଵଚା ରେ ଚମକ ଓ କଳା ଦାଗ ରୁ ମଧ୍ୟ ମୁକ୍ତି ମିଳିଥାଏ ।

ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ  ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ

ପଢନ୍ତୁ, ବ୍ଲୁହ୍ଵେଲ ଖେଳ ବିଷୟରେ

Related posts

ନିର୍ବନ୍ଧ ମୁଦିକୁ ଏହି ଆଙ୍ଗୁଠିରେ କାହିଁକି ପିନ୍ଧାଯାଇଥାଏ ?ଆସନ୍ତୁ ଜାଣିବା

Krishna Kumar Manoj

ସୁସ୍ଥ ଶରୀର ପାଇଁ ଆପଣାନ୍ତୁ ଏହି ୪ଟି ଟିପ୍ସ

Krishna Kumar Manoj

” ଖାଇବା ପୂର୍ବରୁ ହାତ ଧୋଇବା ନିହାତୀ ଆବଶ୍ୟକ ” ଜାଣନ୍ତୁ କାରଣ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More